ଦେଶବ୍ୟାପୀ କଂଗ୍ରେସକୁ ମଜଭୁତ କରିବାକୁ ଏଆଇସିସିର ମହାଧିବେଶନ

<p>ନୂଆଦିଲ୍ଲୀ: ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(AICC)ର ମହା ଅଧିବେଶନ। ଏଥିପାଇଁ ରାଜ୍ୟର ଅନେକ କଂଗ୍ରେସ ନେତା ଦିଲ୍ଲୀ ଗସ୍ତରେ କରିଛନ୍ତି। ଏଥର ଅଧିବେଶନରେ ଦେଶବ୍ୟାପୀ କଂଗ୍ରେସକୁ କିଭଳି ଆଗକୁ ନିଆଯିବ, ସେ ସଂକ୍ରାନ୍ତରେ ଆଲୋଚନା ହେବ। ପ୍ରଦେଶ କଂଗ୍ରେସ କମିଟିରେ ଦେଖା ଦେଉଥିବା ଅସନ୍ତୋଷ ବାବଦରେ ଏହି ଅଧିବେଶନରେ କଥା ଉଠିବ ହେବ ବୋଲି ଆଲୋଚନା ହେଉଛି। ୧୮ ତାରିଖ ଅଧିବେଶନ ଶେଷ ହେବା ପରେ ୧୯ ତାରିଖରେ ରାଜ୍ୟର ଦଳୀୟ ନେତା ଏଆଇସିସି ନେତୃବୃନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।</p> <p>ମହା ଅଧିବେଶନ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି, ଯୋଗେଶ ସିଂ, ପ୍ରଫୁଲ୍ଲ ମାଝୀ ଓ ବରିଷ୍ଠ ନେତା ଅନନ୍ତ ସେଠୀଙ୍କୁ ଏଆଇସିସି ସଭ୍ୟ ପଦରୁ ବାଦ୍ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି।</p>

Ordigital Desk
  • Published: Friday, 16 March 2018
  • Updated: 16 March 2018, 09:04 AM IST

Sports

Latest News

<p>ନୂଆଦିଲ୍ଲୀ: ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(AICC)ର ମହା ଅଧିବେଶନ। ଏଥିପାଇଁ ରାଜ୍ୟର ଅନେକ କଂଗ୍ରେସ ନେତା ଦିଲ୍ଲୀ ଗସ୍ତରେ କରିଛନ୍ତି। ଏଥର ଅଧିବେଶନରେ ଦେଶବ୍ୟାପୀ କଂଗ୍ରେସକୁ କିଭଳି ଆଗକୁ ନିଆଯିବ, ସେ ସଂକ୍ରାନ୍ତରେ ଆଲୋଚନା ହେବ। ପ୍ରଦେଶ କଂଗ୍ରେସ କମିଟିରେ ଦେଖା ଦେଉଥିବା ଅସନ୍ତୋଷ ବାବଦରେ ଏହି ଅଧିବେଶନରେ କଥା ଉଠିବ ହେବ ବୋଲି ଆଲୋଚନା ହେଉଛି। ୧୮ ତାରିଖ ଅଧିବେଶନ ଶେଷ ହେବା ପରେ ୧୯ ତାରିଖରେ ରାଜ୍ୟର ଦଳୀୟ ନେତା ଏଆଇସିସି ନେତୃବୃନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।</p><p>ମହା ଅଧିବେଶନ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି, ଯୋଗେଶ ସିଂ, ପ୍ରଫୁଲ୍ଲ ମାଝୀ ଓ ବରିଷ୍ଠ ନେତା ଅନନ୍ତ ସେଠୀଙ୍କୁ ଏଆଇସିସି ସଭ୍ୟ ପଦରୁ ବାଦ୍ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos