ଭୁବନେଶ୍ୱରରୁ ରାୟପୁରକୁ ବିମାନ ସେବା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ୱର-ରାୟପୁରକୁ ଆରମ୍ଭ ହେଲା ସିଡୁଲ୍‌ ବିମାନ ସେବା। ଏୟାର ଓଡ଼ିଶା ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି।  ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହି ନୂତନ ବିମାନସେବାର ଆଜି ଶୁଭାରମ୍ଭ କରିଛନ୍ତି। ୧୮ ସିଟ୍ ବିଶିଷ୍ଟ ଏହି ବିମାନରେ ୨ ଜଣ ପାଇଲଟ୍ ଓ ଜଣେ କ୍ୟାବିନ୍‌ କ୍ରୁ ମେମ୍ୱର ରହିଛନ୍ତି। ଏବେ ମାତ୍ର ଦେଢ଼ ଘଣ୍ଟାରେ ଜଣେ ବିମାନ ଯାତ୍ରୀ ଭୁବନେଶ୍ୱରରୁ ରାୟପୁରରେ ପହଞ୍ଚିପାରିବେ। ଆଜି […]

Air-Odisha-flight

Air-Odisha-flight

Rakesh Mallick
  • Published: Friday, 22 June 2018
  • Updated: 22 June 2018, 07:43 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ୱର-ରାୟପୁରକୁ ଆରମ୍ଭ ହେଲା ସିଡୁଲ୍‌ ବିମାନ ସେବା। ଏୟାର ଓଡ଼ିଶା ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି।  ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହି ନୂତନ ବିମାନସେବାର ଆଜି ଶୁଭାରମ୍ଭ କରିଛନ୍ତି। ୧୮ ସିଟ୍ ବିଶିଷ୍ଟ ଏହି ବିମାନରେ ୨ ଜଣ ପାଇଲଟ୍ ଓ ଜଣେ କ୍ୟାବିନ୍‌ କ୍ରୁ ମେମ୍ୱର ରହିଛନ୍ତି। ଏବେ ମାତ୍ର ଦେଢ଼ ଘଣ୍ଟାରେ ଜଣେ ବିମାନ ଯାତ୍ରୀ ଭୁବନେଶ୍ୱରରୁ ରାୟପୁରରେ ପହଞ୍ଚିପାରିବେ। ଆଜି ୯ ଜଣ ଯାତ୍ରୀ ଏହି ବିମାନରେ ଯାତ୍ରା କରିଛନ୍ତି।

ଏହି ବିମାନସେବା ଦୁଇଟି ରାଜ୍ୟ ରାଜଧାନୀକୁ ସଂଯୋଗ କରୁଥିବାରୁ ଏବଂ ପୂର୍ବରୁ ରାୟପୁରକୁ ଭୁବନେଶ୍ୱରକୁ ବିମାନ ସେବା ନଥିବାରୁ ଏହା ବେଶ୍‌ ଉପଯୋଗୀ ହେବ ବୋଲି ଯାତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଏହି ବିମାନ ପ୍ରତ୍ୟେକ ଦିନ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରି ସକାଳ ୭ଟା ୪୦ରେ ରାୟପୁରରେ ପହଞ୍ଚିବ। ସେଠାରୁ ମଧ୍ୟାହ୍ନ ୧୨ଟା ୧୫ରୁ ବାହାରି ଅପରାହ୍ନ ଗୋଟାଏ ୪୦ରେ ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ ରାୟପୁର ବିମାନ ରିଜିଓନାଲ୍ କନେକ୍ଟିଭିଟି ସ୍କିମ୍ ଆରସିଏସ୍‌ରେ ସ୍ଥାନୀତ ହୋଇ ନ ଥିବାରୁ ଜଣେ ଯାତ୍ରୀ ପିଛା ଟିକେଟ୍ ମୂଲ୍ୟ ୪୫୦୦ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story