ଆଜି ଖୋଲା ରହିବ ପୋଷ୍ଟ୍‌ ଅଫିସ

post

ଭୁବନେଶ୍ୱର: ଆଜି ରାଜ୍ୟର ସମସ୍ତ ମୁଖ୍ୟ ଓ ଉପ ଡାକଘର ଖୋଲା ରହିବ। ୫୦୦ ଓ ୧୦୦୦ ଟଙ୍କା ନୋଟ୍ ଅଚଳ ହୋଇଯିବା ପରେ ଉପୁଜିଥିବା ସ୍ଥିତିର ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଟଙ୍କା ଦେଣନେଣରେ ଲୋକଙ୍କ ସୁବିଧା ପାଇଁ ଛୁଟି ବାତିଲ କରାଯାଇଛି।

Previous ArticleNext Article

Send this to a friend