ଆଜି ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସକାଳ ଠିକ୍ ସାଢ଼େ ୧୦ଟା ବେଳେ ଘୋଷଣା କରାଯିବ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଗଣଶିକ୍ଷା ବିଭାଗ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଘୋଷଣା କରାଯିବ ଏହି ରେଜଲ୍ଟ। ଏହା ପରେ ଅପରାହ୍ନ ୨ଟାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ବୋର୍ଡର ୱେବସାଇଟ୍ ସହିତ ମୋଟ […]

BoardOffice

BoardOffice

Rakesh Mallick
  • Published: Wednesday, 06 May 2015
  • Updated: 06 May 2015, 02:25 AM IST

Sports

Latest News

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସକାଳ ଠିକ୍ ସାଢ଼େ ୧୦ଟା ବେଳେ ଘୋଷଣା କରାଯିବ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଗଣଶିକ୍ଷା ବିଭାଗ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଘୋଷଣା କରାଯିବ ଏହି ରେଜଲ୍ଟ। ଏହା ପରେ ଅପରାହ୍ନ ୨ଟାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ବୋର୍ଡର ୱେବସାଇଟ୍ ସହିତ ମୋଟ ୭ଟି ୱେବସାଇଟରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ। ଏହି ୱେବସାଇଟ ଗୁଡ଼ିକ ହେଉଛି-www.bseodisha.nic.inwww.prestigeresults.in, www.knowyourresult.comwww.indiaresults.comwww.exametc.com, www.bharatstudent.com, www.jagranjosh.com। ଏହା ବ୍ୟତିତ ମୋବାଇଲ୍ ମେସେଜ୍ ଯୋଗେ ମଧ୍ୟ ପିଲାମାନେ ସେମାନଙ୍କ ଫଳାଫଳ ଜାଣିପାରିବେ। ସେଥିପାଇଁ ସେମାନଙ୍କୁ ମୋବାଇଲରେ ମେସେଜ୍ ବକ୍ସରେ ORI10<space>rollnumber> ଲେଖି ୫୮୮୮୮କୁ ପଠାଇବାକୁ ପଡ଼ିବ।

ଚଳିତ ବର୍ଷ ୫,୯୨,୨୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଟିକେ ବିଳମ୍ବରେ ପ୍ରକାଶ ପାଉଛି। କାରଣ ଗତଥର ଜଲଦି ପରୀକ୍ଷା ଫଳ ପ୍ରକାଶ ପାଇବା ଯୋଗୁ କିଛି ତ୍ରୁଟିବିଚୁ୍ୟତି ଦେଖାଯାଇଥିଲା। ଫଳରେ ବୋର୍ଡ ଅନେକ ସମାଲୋଚନାର ଶିକାର ହୋଇଥିଲା। ତେଣୁ ଏଥର ପରୀକ୍ଷା ଖାତାଗୁଡ଼ିକୁ ଏକାଧିକବାର ଯାଞ୍ଚ କରାଯାଇଛି । ତଥାପି କୌଣସି ଭୁଲ ହୋଇଥିବା ନେଇ କେହି ଛାତ୍ରଛାତ୍ରୀ ଆଶଙ୍କା କଲେ ସିଧାସଳଖ ବୋର୍ଡ କର୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିପାରିବେ। ଏଥିପାଇଁ ବୋର୍ଡ ପକ୍ଷରୁ ଦୁଇଟି ହେଲପ ଲାଇନ ନମ୍ବର ସୋମବାର ଠାରୁ ଆରମ୍ଭ କରାଯାଇସାରିଛି। ସେଗୁଡ଼ିକ ହେଲା- ୦୬୭୧-୨୪୧୨୦୫୯ ଓ ୦୬୭୧-୨୪୧୨୦୬୦। ଏହା ସହିତ ପୂର୍ବରୁ ସ୍କୁଲଗୁଡ଼ିକୁ ଦିଆଯାଇଥିବା ହେଲପ ଲାଇନ ନମ୍ବର ୧୮୦୦୩୪୫୬୭୨୨ରେ ମଧ୍ୟ ଛାତ୍ରଛାତ୍ରୀମାନେ ଫୋନ କରିପାରିବେ। ସବୁଦିନ ସକାଳ ସାଢ଼େ ୧୦ଟାରୁ ୫ଟା ପର୍ଯ୍ୟନ୍ତ ପିଲାମାନେ ଏଥିରେ ଫୋନ କରି ପରୀକ୍ଷା ଫଳରେ ହୋଇଥିବା ତ୍ରୁଟି ସଂପର୍କରେ ବୋର୍ଡକୁ ଜଣାଇପାରିବେ। ରେଜଲ୍ଟରେ ତ୍ରୁଟି ଥିଲେ, ତାହାର ତୁରନ୍ତ ସମାଧାନ କରାଯିବ ବୋଲି ବୋର୍ଡ ସଭାପତି ଦକ୍ଷପ୍ରସାଦ ନନ୍ଦ କହିଛନ୍ତି।
ମାର୍କସିଟ୍ ଓ ସାର୍ଟିଫିକେଟଗୁଡ଼ିକ ମେ’୧୫ ସୁଦ୍ଧା ସ୍କୁଲଗୁଡ଼ିକୁ ପଠାଇ ଦିଆଯିବ। ଯେଉଁମାନେ ଫେଲ୍ ହୋଇଥିବେ ସେମାନଙ୍କ ପାଇଁ ଜୁନ୍ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ। ଏହାର ରେଜଲ୍ଟ ବି ଜଲଦି ପ୍ରକାଶ କରାଯିବ।

ଯେଉଁମାନେ ଇଚ୍ଛାଧୀନ ଉତ୍ତରମୂଳକ ଓଏମଆର ମାର୍କସିଟର ନକଲ ଚାହୁଁଥିବେ ସେମାନଙ୍କୁ ତାହା ପରବର୍ତୀ ପର୍ଯ୍ୟାୟରେ ଯୋଗାଇ ଦିଆଯିବ। ଦୀର୍ଘ ଉତ୍ତରମୂଳକ ଖାତାର ନକଲ ପାଇଁ ଆଉ ଛାତ୍ରଛାତ୍ରୀଙ୍କୁ ବୋର୍ଡ କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ଏଥିପାଇଁ ମେ’୧୨ ତାରିଖରୁ ବୋର୍ଡ ୱେବସାଇଟରେ ଏନେଇ ଆବେଦନ କରି ହେବ ବୋଲି ବୋର୍ଡ ସଭାପତି ଡ. ନନ୍ଦ କହିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story