ଆଜି ବିଶ୍ୱ ପରିବେଶ ଦିବସ: ବାଲୁକା କଳା ମାଧ୍ୟମରେ ମାନସ ସାହୁଙ୍କ ସଚେତନତା ବାର୍ତ୍ତା

ପୁରୀ: ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ବାଲୁକା ଶିଳ୍ପୀ ମାନସ ସାହୁ ସଚେତନତା ବାର୍ତ୍ତା ଦେଇଛନ୍ତି। ବାଲୁକା କଳାରେ ସବୁଜିମାମୟ ଜଙ୍ଗଲ ଓ ମନୁଷ୍ୟ ଜଙ୍ଗଲକୁ କାଟି ଛାରଖାର କରିଦେଉଥିବା ଦେଖିବାକୁ ମିଳିଛି। ଏହାସହ ଗଛ କଟାଯିବା ଦ୍ୱାରା ମନୁଷ୍ୟ ଏବଂ ଜୀବଜନ୍ତୁ କିଭଳି ବିପଦ ଆଡ଼କୁ ଚାଲିଯାଉଛନ୍ତି ତାହା ମଧ୍ୟ ଦର୍ଶାଯାଇଛି। ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ  ତିଆରି ହୋଇଥିବା ୧୫ ଫୁଟ୍‌ ଲମ୍ୱର ବାଲୁକା କଳାରେ ପ୍ରାୟ ୧୫ […]

sand

sand

Rakesh Mallick
  • Published: Sunday, 05 June 2016
  • Updated: 05 June 2016, 12:29 PM IST

Sports

Latest News

ପୁରୀ: ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ବାଲୁକା ଶିଳ୍ପୀ ମାନସ ସାହୁ ସଚେତନତା ବାର୍ତ୍ତା ଦେଇଛନ୍ତି। ବାଲୁକା କଳାରେ ସବୁଜିମାମୟ ଜଙ୍ଗଲ ଓ ମନୁଷ୍ୟ ଜଙ୍ଗଲକୁ କାଟି ଛାରଖାର କରିଦେଉଥିବା ଦେଖିବାକୁ ମିଳିଛି। ଏହାସହ ଗଛ କଟାଯିବା ଦ୍ୱାରା ମନୁଷ୍ୟ ଏବଂ ଜୀବଜନ୍ତୁ କିଭଳି ବିପଦ ଆଡ଼କୁ ଚାଲିଯାଉଛନ୍ତି ତାହା ମଧ୍ୟ ଦର୍ଶାଯାଇଛି।

ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ  ତିଆରି ହୋଇଥିବା ୧୫ ଫୁଟ୍‌ ଲମ୍ୱର ବାଲୁକା କଳାରେ ପ୍ରାୟ ୧୫ ଟନ୍‌ ବାଲି ବ୍ୟବହାର ହୋଇଛି। ଯେଉଁଥିରେ ‘ସେଭ୍‌ ଇନଭରମେଣ୍ଟ୍‌-ଡୋଣ୍ଟ ଡେଷ୍ଟ୍ରୟେ ଆୱାର ହୋମ୍‌’ ନାମକ ସଚେତନତା ସ୍ଲୋଗାନ୍ ମଧ୍ୟ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos