ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ

ପୁରୀ: ଚଳିତ ଶତାବ୍ଦୀର ନବକଳେବରର ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ରୋତ୍ସବ। ଏଥିପାଇଁ ସକାଳୁ ସକାଳୁ ଚାଲିଛି ବିଭିନ୍ନ ରୀତିନୀତି। ମହାପ୍ରଭୁଙ୍କର ଚକା ଅପସର ସହ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ଦଶାବତାର ବାହୁଡ଼ା ବିଜେ, ଦଇତାପତି ସର୍ବାଙ୍ଗ ଏବଂ ଜନ୍ମ ବନ୍ଦାପନା ଆଦି ନୀତି ସଂପନ୍ନ ହୋଇଛି। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ନୂଆ ରୂପରେ ଉଭା ହେବେ। ସମୟ ନିର୍ଘଣ୍ଟ ଅନୁଯାୟୀ, ବଡ଼ ମହାସ୍ନାନ ସରିବା ପରେ ପ୍ରଥମ ଖେଚୁଡ଼ି […]

Lord_Jagannath

Lord_Jagannath

Rakesh Mallick
  • Published: Friday, 17 July 2015
  • Updated: 17 July 2015, 07:49 AM IST

Sports

Latest News

ପୁରୀ: ଚଳିତ ଶତାବ୍ଦୀର ନବକଳେବରର ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ରୋତ୍ସବ। ଏଥିପାଇଁ ସକାଳୁ ସକାଳୁ ଚାଲିଛି ବିଭିନ୍ନ ରୀତିନୀତି। ମହାପ୍ରଭୁଙ୍କର ଚକା ଅପସର ସହ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ଦଶାବତାର ବାହୁଡ଼ା ବିଜେ, ଦଇତାପତି ସର୍ବାଙ୍ଗ ଏବଂ ଜନ୍ମ ବନ୍ଦାପନା ଆଦି ନୀତି ସଂପନ୍ନ ହୋଇଛି। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ନୂଆ ରୂପରେ ଉଭା ହେବେ। ସମୟ ନିର୍ଘଣ୍ଟ ଅନୁଯାୟୀ, ବଡ଼ ମହାସ୍ନାନ ସରିବା ପରେ ପ୍ରଥମ ଖେଚୁଡ଼ି ଭୋଗ ଲାଗିବ ଏବଂ ରଥଖଳାକୁ ଆଜ୍ଞାମାଳ ଆସିବ। ଏହାପରେ ଭୋଗମଣ୍ଡପ ମଧ୍ୟାହ୍ନ ଧୂପ ଓ ସଂଧ୍ୟାଧୂପ ଏହିପରି ସଂଧ୍ୟା ୭ଟା ସୁଦ୍ଧା ଶ୍ରୀଜିଉଙ୍କ ସମସ୍ତ ଭୋଗ ସରିବାକୁ ସମୟ ନିର୍ଘଣ୍ଟ ହୋଇଛି। ଏହାପରେ ଶ୍ରୀଜିଉ ଦୁଇ ଘଣ୍ଟା ବିଶ୍ରାମ ନେବେ। ଶ୍ରୀମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ଏଥର ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି। ତେବେ ରାତ୍ର ୧୦ଟାରୁ ୧୧ଟା ଭିତରେ ପହୁଡ଼ ଫିଟିବା ପରେ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ହେବେ ଶ୍ରୀଜିଉ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି ଶ୍ରୀକ୍ଷେତ୍ର।  ତିନି ରଥ ମଧ୍ୟ ପ୍ରସ୍ତୁତ ହୋଇଛି । ଆଜି ତିନି ରଥକୁ ଦକ୍ଷିଣ ମୋଡ କରାଯାଇ ସିଂହଦ୍ୱାର ଆଗକୁ ଅଣାଯିବ । ଘୋଷଯାତ୍ରା ପାଇଁ ଧିରେ ଧିରେ ପୁରୀକୁ ଭକ୍ତଙ୍କ ସୁଅ ଛୁଟିବାକୁ ଲାଗିଲାଣି। ରଥ ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story