ଅଲାରନାଥଙ୍କ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି

ବ୍ରହ୍ମଗିରି: ମହାପ୍ରଭୁ ଅଲାରନାଥଙ୍କ ହୁଣ୍ଡି ଭାଙ୍ଗି ଚୋରି। ଚୋରି ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ତହସିଲଦାରଙ୍କ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ ହେବା ପରେ ପୋଲିସର ଛାନବିନ୍ ଜାରି ରହିଛି। ତେବେ ଅଲାରନାଥଙ୍କ ଅଣବସର ଦର୍ଶନ ଚାଲିଥିବାବେଳେ ଏଭଳି ଘଟଣା ଭକ୍ତଙ୍କ ମନରେ ଆଘାତ ସୃଷ୍ଟି କରିଛି। ଗୁରୁବାର ବିଳମ୍ୱିତ ରାତିରେ ସେବାୟତମାନେ ହୁଣ୍ଡିକୁ ନେଇ ମନ୍ଦିର କାର୍ଯ୍ୟାଳୟ ପରିସରରେ ରଖିଥିଲେ, ତେବେ ଶୁକ୍ରବାର ସକାଳେ ଏହା ଭଙ୍ଗ। ଯାଇଥିବା ଓ ଏଥିରେ ଟଙ୍କା […]

brmagiri

brmagiri

Rakesh Mallick
  • Published: Saturday, 11 July 2015
  • Updated: 11 July 2015, 06:10 AM IST

Sports

Latest News

ବ୍ରହ୍ମଗିରି: ମହାପ୍ରଭୁ ଅଲାରନାଥଙ୍କ ହୁଣ୍ଡି ଭାଙ୍ଗି ଚୋରି। ଚୋରି ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ତହସିଲଦାରଙ୍କ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ ହେବା ପରେ ପୋଲିସର ଛାନବିନ୍ ଜାରି ରହିଛି। ତେବେ ଅଲାରନାଥଙ୍କ ଅଣବସର ଦର୍ଶନ ଚାଲିଥିବାବେଳେ ଏଭଳି ଘଟଣା ଭକ୍ତଙ୍କ ମନରେ ଆଘାତ ସୃଷ୍ଟି କରିଛି। ଗୁରୁବାର ବିଳମ୍ୱିତ ରାତିରେ ସେବାୟତମାନେ ହୁଣ୍ଡିକୁ ନେଇ ମନ୍ଦିର କାର୍ଯ୍ୟାଳୟ ପରିସରରେ ରଖିଥିଲେ, ତେବେ ଶୁକ୍ରବାର ସକାଳେ ଏହା ଭଙ୍ଗ। ଯାଇଥିବା ଓ ଏଥିରେ ଟଙ୍କା ନଥିବା ଜଣା ପଡିଥିଲା। ହୁଣ୍ଡିରୁ ଲକ୍ଷାଧିକ ଟଙ୍କ। ଚୋରି ହୋଇଥିବା ଅନୁମାନ କରାଯାଉଛି। ଏହି ଘଟଣା ପରେ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story