ଠପ୍ ହେବ ଟିଟୋର ବ୍ଲାକ୍‌ ନେଟୱର୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର୍‌ ଟିଟୋ ଓ ତାର ପରିବାରର ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ବ୍ୟାଙ୍କଗୁଡିକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଲେଖାଯାଇଛି । ଏପଟେ ଅପରେସନ ଟିଟୋକୁ ନେଇ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଚଢ଼ାଉ ଜାରି ରହିଛି। ଟିଟୋର ଆନ୍ତଃରାଜ୍ୟ ଲିଙ୍କ୍, କ୍ରାଇମ୍ ଓ ବିଜନେସ୍ ନେଟଓ୍ୱର୍କକୁ ଧୂଳିସାତ୍‌ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ । STF ଟିଟୋର ସମସ୍ତ ପେଟ୍ରୋଲ ପମ୍ପ୍, ବିଲଡର ଅଫିସ, ଗାରମେଣ୍ଟ ସୋରୁମ୍ ପ୍ରଭୁତିକୁ […]

Gangster-Tito

Gangster-Tito

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର୍‌ ଟିଟୋ ଓ ତାର ପରିବାରର ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ବ୍ୟାଙ୍କଗୁଡିକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଲେଖାଯାଇଛି । ଏପଟେ ଅପରେସନ ଟିଟୋକୁ ନେଇ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଚଢ଼ାଉ ଜାରି ରହିଛି। ଟିଟୋର ଆନ୍ତଃରାଜ୍ୟ ଲିଙ୍କ୍, କ୍ରାଇମ୍ ଓ ବିଜନେସ୍ ନେଟଓ୍ୱର୍କକୁ ଧୂଳିସାତ୍‌ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ । STF ଟିଟୋର ସମସ୍ତ ପେଟ୍ରୋଲ ପମ୍ପ୍, ବିଲଡର ଅଫିସ, ଗାରମେଣ୍ଟ ସୋରୁମ୍ ପ୍ରଭୁତିକୁ ସିଲ୍ କରାଯାଉଛି। କୋଲକାତା, ଆନ୍ଧ୍ର ପ୍ରଦେଶ ଓ ଗୋଆରେ ଟିଟୋର ବିଜନେସ୍ ଓ କ୍ରାଇମ ଲିଙ୍କ ଥିବା ସନ୍ଦେହ କରାଯାଉଛି। ଚଢାଉ ବେଳେ ଟିଟୋ ଘରୁ କାଶ୍ମୀର ସମ୍ବନ୍ଧୀୟ କିଛି ପୁସ୍ତକ ମିଳିଥିବାରୁ କାଶ୍ମୀର ସହିତ ତାର କଣ ଲିଙ୍କ ରହିଛି ତାହାର ଖୋଲତାଡ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos