କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପ୍ଲେକ୍ସ ବିବାଦରେ ଶାସକ, ବିରୋଧୀ ସମସ୍ତେ ଅସନ୍ତୁଷ୍ଟ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କଳିଙ୍ଗ ଷ୍ଟୁଡିଓର ଖାଲି ଜାଗାରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପ୍ରସ୍ତାବକୁ ନେଇ ତେଜିଛି ବିବାଦ।  ଗତକାଲି ଓଟିଭିରେ ଏନେଇ ଖବର ପ୍ରସାରଣ ପରେ ଆଜି ବିଜେପି ଓ କଂଗ୍ରେସ ପକ୍ଷରୁ ସରକାଙ୍କ ଏଭଳି ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି। ସେହିପରି ଶାସକ ଦଳ ଭିତରୁ ମଧ୍ୟ ବିରୋଧର ସ୍ୱର ଶାଣିତ ହୋଇଛି।  ବିବାଦ ବଢୁଥିବା ଦେଖି ୟୁ-ଟର୍ଣ୍ଣ ମାରିଛନ୍ତି କ୍ରୀଡ଼ା ସଚିବ। କହିଛନ୍ତି, ଏହା କେବଳ ବିଭାଗର ପ୍ରସ୍ତାବ, ସରକାରୀ ସ୍ତରରେ ଏନେଇ କୌଣସି […]

sandhu

sandhu

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 10:32 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): କଳିଙ୍ଗ ଷ୍ଟୁଡିଓର ଖାଲି ଜାଗାରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପ୍ରସ୍ତାବକୁ ନେଇ ତେଜିଛି ବିବାଦ।  ଗତକାଲି ଓଟିଭିରେ ଏନେଇ ଖବର ପ୍ରସାରଣ ପରେ ଆଜି ବିଜେପି ଓ କଂଗ୍ରେସ ପକ୍ଷରୁ ସରକାଙ୍କ ଏଭଳି ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି। ସେହିପରି ଶାସକ ଦଳ ଭିତରୁ ମଧ୍ୟ ବିରୋଧର ସ୍ୱର ଶାଣିତ ହୋଇଛି।  ବିବାଦ ବଢୁଥିବା ଦେଖି ୟୁ-ଟର୍ଣ୍ଣ ମାରିଛନ୍ତି କ୍ରୀଡ଼ା ସଚିବ। କହିଛନ୍ତି, ଏହା କେବଳ ବିଭାଗର ପ୍ରସ୍ତାବ, ସରକାରୀ ସ୍ତରରେ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

କଳିଙ୍ଗ ଷ୍ଟୁଡିଓ ଭିତରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ଲାଗି କ୍ରୀଡ଼ା ବିଭାଗର ପ୍ରସ୍ତାବକୁ ଗତକାଲି ଓଡିଶା ଫିଲ୍ମ ଡେଭଲମେଣ୍ଟ କର୍ପୋରେସନ ଅଧ୍ୟକ୍ଷ ତଥା ବିଜେଡି ନେତା ମୁନ୍ନା ଖାଁ ଦୃଢ଼ ବିରୋଧ କରିଥିଲେ। ଏହାପରେ ଆଜି ପ୍ରେସ୍‌ମିଟ୍ କରି ଦଳରେ ଥିବା ସିନେ କଳାକାରଙ୍କୁ ସାମ୍ନାକୁ ଆଣି କ୍ରୀଡ଼ା ବିଭାଗର ନିଷ୍ପତ୍ତି ଉପରେ ବର୍ଷିଛି ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଉଦ୍‌ବେଗ ପ୍ରକାଶ କରିବା ସହ କଳିଙ୍ଗ ଷ୍ଟୁଡିଓକୁ ନୂଆ ରୂପରେ ଗଢ଼ିତୋଳିବା ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ କଥା ହେବେ ବୋଲି ଟୁଇଟ୍ କରିଛନ୍ତି। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ କ୍ରୀଡ଼ା ବିଭାଗର ଏଭଳି ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ବିବାଦ ବଢୁଥିବା ଦେଖି ସାମ୍ନାକୁ ଆସି ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି କ୍ରୀଡ଼ା ବିଭାଗର ପ୍ରସ୍ତାବ ଯେ କାର୍ଯ୍ୟକାରୀ ହେବ ତାର କିଛି ମାନେ ନାହିଁ।  କ୍ରୀଡ଼ା ସଚିବ ବିଶାଳ ଦେବ କହିଛନ୍ତି ଏହା କେବଳ ବିଭାଗର ପ୍ରସ୍ତାବ ମାତ୍ର, ସରକାରୀ ସ୍ତରରେ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story