ସାହାରା ଗ୍ରୁପ୍‌ର କାରବାରକୁ ନେଇ ରିପୋର୍ଟ ମାଗିଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ‘ସାହାରା ଗ୍ରୁପ୍’ ବେଆଇନ୍‌ କାରବାର କରୁଥିବାର ଅଭିଯୋଗ ମିଳିବା ପରେ, ରାଜ୍ୟ ସରକାର ଏହାର ଖୋଳତାଡ଼ ଆରମ୍ଭ କରିଛନ୍ତି। ରାଜ୍ୟର ସମବାୟ ସୋସାଇଟିର ଉପ-ରେଜିଷ୍ଟ୍ରାର ଓ ସର୍କଲ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ସାହାରା ଗ୍ରୁପ୍ ଅଫ୍ କମ୍ପାନୀ ଅନ୍ତର୍ଗତ ସାହାରା କ୍ରେଡିଟ୍ କୋ-ଅପରେଟିଭ୍ ଲିଃ, ହମାରା ଇଣ୍ଡିଆ କ୍ରେଡିଟ୍ କୋ-ଅପରେଟିଭ୍‌ ସୋସାଇଟି ଲିଃ ଏବଂ ସାହାରାୟନ୍ ଇ-ମଲ୍ଟିପର୍ପସ୍ ସୋସାଇଟି ଲିଃର କାରବାର ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ […]

sahara_630_630

sahara_630_630

Ordigital Desk
  • Published: Monday, 30 July 2018
  • Updated: 30 July 2018, 08:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ‘ସାହାରା ଗ୍ରୁପ୍’ ବେଆଇନ୍‌ କାରବାର କରୁଥିବାର ଅଭିଯୋଗ ମିଳିବା ପରେ, ରାଜ୍ୟ ସରକାର ଏହାର ଖୋଳତାଡ଼ ଆରମ୍ଭ କରିଛନ୍ତି। ରାଜ୍ୟର ସମବାୟ ସୋସାଇଟିର ଉପ-ରେଜିଷ୍ଟ୍ରାର ଓ ସର୍କଲ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ସାହାରା ଗ୍ରୁପ୍ ଅଫ୍ କମ୍ପାନୀ ଅନ୍ତର୍ଗତ ସାହାରା କ୍ରେଡିଟ୍ କୋ-ଅପରେଟିଭ୍ ଲିଃ, ହମାରା ଇଣ୍ଡିଆ କ୍ରେଡିଟ୍ କୋ-ଅପରେଟିଭ୍‌ ସୋସାଇଟି ଲିଃ ଏବଂ ସାହାରାୟନ୍ ଇ-ମଲ୍ଟିପର୍ପସ୍ ସୋସାଇଟି ଲିଃର କାରବାର ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏସବୁ ସଂସ୍ଥା ରାଜ୍ୟରେ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରୁଛନ୍ତି କି ନାହିଁ, ତା’ର ଖୋଳତାଡ଼ କରି ଅଗଷ୍ଟ ୨ ତାରିଖ ସୁଦ୍ଧା ଜଣାଇବାକୁ ତାଗିଦ୍ କରିଛନ୍ତି। ଏହି ନିର୍ଦ୍ଦେଶାନାମାକୁ ଅତ୍ୟନ୍ତ ଜରୁରୀ ଭାବେ ବିବେଚନା କରିବାକୁ ରାଜ୍ୟ ସମବାୟ ସୋସାଇଟିର ଯୁଗ୍ମ-ରେଜିଷ୍ଟ୍ରାର ଆଜି ଚିଠି ଲେଖି କହିଛନ୍ତି।

ଏହା ପୂର୍ବରୁ ସାହାରା ଗ୍ରୁପ୍‌ର ଏଭଳି ବେଆଇନ୍‌ କାରବାର ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରାଜ୍ୟ ସରକାରଙ୍କୁ ୨୦୧୭ ଅଗଷ୍ଟ ୧୬ ତାରିଖରେ ସତର୍କ କରାଇଥିଲେ। ଏପରିକି ସାହାରା ଗ୍ରୁପ୍‌ର ଏସବୁ ସଂସ୍ଥା ପାଖରେ କେନ୍ଦ୍ରୀୟ ସମବାୟ ସୋସାଇଟି ରେଜିଷ୍ଟ୍ରାର୍‌ଙ୍କ ଏନ୍ଓସି ଏବଂ କମ୍ପାନୀ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ସମାଧାନ କରାଯାଇଛି କି ନାହିଁ, ତାହା ଜଣାଇବାକୁ ରିଜର୍ଭ ବ୍ୟାଙ୍କ କହିଥିଲେ। ଏହାପରେ ପୁଣିଥରେ ରିଜର୍ଭ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ବି.ଏନ୍. ତ୍ରିପାଠୀ ୨୦୧୮ ଏପ୍ରିଲ ୨୫ ତାରିଖରେ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ସାହାରା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ଭୁବନେଶ୍ୱରର କପିଳପ୍ରସାଦ ଅଂଚଳରେ ଥିବା  ଶାଖାକୁ କାରବାର ଉପରେ କଟକଣା ଜାରି ପାଇଁ ପରାମର୍ଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story