ତୃଣମୂଳସ୍ତରରେ ବିଜେପିକୁ ମଜଭୁତ କରିବା ପାଇଁ ପଞ୍ଚାୟତ ପ୍ରତିନିଧିଙ୍କୁ ଶାହା ଦେବେ ଗୁପ୍ତ ରଣନୀତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଜୁଲାଇ ୧ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପଞ୍ଚାୟତ ପ୍ରମୁଖଙ୍କୁ ଭେଟି ସେ ଦେବେ ଗୁପ୍ତ ରଣନୀତି। ଏଥର ତିନିଟି ଲୋକସଭା ଅଧୀନରେ ଥିବା ୨୧ଟି ବିଧାନସଭା କ୍ଷେତ୍ରର ସବୁ ପଞ୍ଚାୟତ ପ୍ରମୁଖଙ୍କୁ ଭେଟି ଗରୁମନ୍ତ୍ର ଦେବେ। ଗତ ଏପ୍ରିଲ୍‌ରେ ଶାହା କଳାହାଣ୍ଡି ଗସ୍ତରେ ଆସି ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ପରେ ରୁଦ୍ଧଦ୍ୱାର ବୈଠକରେ ଯୋଗଦେଇ ବଲାଙ୍ଗୀର ଓ କଳାହାଣ୍ଡି […]

amit saha

amit saha

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 09:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଜୁଲାଇ ୧ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପଞ୍ଚାୟତ ପ୍ରମୁଖଙ୍କୁ ଭେଟି ସେ ଦେବେ ଗୁପ୍ତ ରଣନୀତି। ଏଥର ତିନିଟି ଲୋକସଭା ଅଧୀନରେ ଥିବା ୨୧ଟି ବିଧାନସଭା କ୍ଷେତ୍ରର ସବୁ ପଞ୍ଚାୟତ ପ୍ରମୁଖଙ୍କୁ ଭେଟି ଗରୁମନ୍ତ୍ର ଦେବେ।

ଗତ ଏପ୍ରିଲ୍‌ରେ ଶାହା କଳାହାଣ୍ଡି ଗସ୍ତରେ ଆସି ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ପରେ ରୁଦ୍ଧଦ୍ୱାର ବୈଠକରେ ଯୋଗଦେଇ ବଲାଙ୍ଗୀର ଓ କଳାହାଣ୍ଡି ଲୋକସଭା ଅଧୀନରେ ଥିବା ବିଧାନସଭାର ପଞ୍ଚାୟତ ପ୍ରମୁଖଙ୍କୁ ଭେଟି ଦେଇଥିଲେ ଗୁରମନ୍ତ୍ର। ପରେ ସେ ଦେଇଥିବା କାମର ଟିକିନିଖି ହିସାବ ମାଗିଥିଲେ। ଏବେ ସମାନ ଫର୍ମୁଲାରେ ଭୁବନେଶ୍ୱରରେ ତିନୋଟି ଲୋକସଭା ଅଧୀନରେ ଥିବା ୨୧ ଟି ବିଧାନସଭାର ସବୁ ପଞ୍ଚାୟତ ପ୍ରମୁଖଙ୍କୁ ଭେଟିବା ପାଇଁ ଶାହା ଚାହୁଁଛନ୍ତି। ତେବେ ରାଜ୍ୟ ବିଜେପି କହିଛି, କେନ୍ଦ୍ରୀୟ ଯୋଜନା ତୃଣମୁଳ ସ୍ତରରେ ନ ପହଁଞ୍ଚିବାରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି। ତେଣୁ ପଞ୍ଚାୟତ ପ୍ରମୁଖଙ୍କୁ ଭେଟି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତାର ବାସ୍ତବତା ପରଖିବା ପାଇଁ ଶାହା ଆସୁଛନ୍ତି। ମାତ୍ର ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିଛି।

ଶାହାଙ୍କ ଏଥର ଗସ୍ତରେ କୌଣସି ସାଧାରଣ ସଭା ନାହିଁ। ରାଜ୍ୟ କାର୍ଯ୍ୟାଳୟରେ ସେ ବିଭିନ୍ନ ପର୍ଯ୍ୟାୟରେ ଦଳର କାର୍ଯକର୍ତ୍ତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କଳାହାଣ୍ଡିର ବୈଠକରେ ୨୭ଟି ପ୍ରମୁଖ ଦିଗକୁ ନେଇ ସେ ଦେଇଥିବା କାମର ହିସାବ ମାଗିଥିଲେ। ଅନେକ କ୍ଷେତ୍ରରେ କାମ ଠିକ ଭାବେ ହୋଇ ନଥିବାରୁ ଅସନ୍ତୋଷ ବି ପ୍ରକାଶ କରିଥିଲେ। ଏଥର ବି ସମାନ ଢଙ୍ଗରେ ସଂଗଠନ ସକ୍ରିୟ ପାଇଁ ଶାହା ପୂର୍ବରୁ ଦେଇଥିବା କାମର ହିସାବ ମାଗିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story