ନିଯୁକ୍ତିରେ ଅନିୟମିତତା ହୋଇଛି, ସାର୍ ଟିକେ ବୁଝନ୍ତୁ

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବ।ଙ୍କୁଆଳ ଅଙ୍ଗନବାଡ଼ି କେନ୍ଦ୍ରରେ ହେଲପର ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ କଲେ ପଂଚାୟତ ସରପଞ୍ଚ ଓ ଆବେଦନକାରୀ। ଆଜି ବ।ଙ୍କୁଆଳ ପଂଚାୟତର ସରପଞ୍ଚ ମମତା ସାହୁ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଆବେଦନ କରିଥିବା ହେଲପର ଇନ୍ଦିରା ରାଉତ ଆସି କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଗାଁରେ ଖାଲିଥିବା ଅଙ୍ଗନବାଡ଼ି କେନ୍ଦ୍ର ହେଲପର ଚୟନ କରିବାକୁ କାଲି କାମାକ୍ଷାନଗର ସିଡିପିଓ ଓ ତାଙ୍କ କର୍ମଚାରୀମାନେ ଯାଇଥିଲେ। […]

afe655f7-c7a1-4dbe-bf1b-e6bc3e276728

afe655f7-c7a1-4dbe-bf1b-e6bc3e276728

Ordigital Desk
  • Published: Monday, 21 May 2018
  • Updated: 21 May 2018, 05:31 PM IST

Sports

Latest News

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବ।ଙ୍କୁଆଳ ଅଙ୍ଗନବାଡ଼ି କେନ୍ଦ୍ରରେ ହେଲପର ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ କଲେ ପଂଚାୟତ ସରପଞ୍ଚ ଓ ଆବେଦନକାରୀ। ଆଜି ବ।ଙ୍କୁଆଳ ପଂଚାୟତର ସରପଞ୍ଚ ମମତା ସାହୁ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଆବେଦନ କରିଥିବା ହେଲପର ଇନ୍ଦିରା ରାଉତ ଆସି କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଗାଁରେ ଖାଲିଥିବା ଅଙ୍ଗନବାଡ଼ି କେନ୍ଦ୍ର ହେଲପର ଚୟନ କରିବାକୁ କାଲି କାମାକ୍ଷାନଗର ସିଡିପିଓ ଓ ତାଙ୍କ କର୍ମଚାରୀମାନେ ଯାଇଥିଲେ। କିନ୍ତୁ ସେ ଗାଁ ଲୋକଙ୍କ କଥାକୁ ବିଚାର ନକରି ନିଜ ମନ ଇଛାରେ ଜଣଙ୍କୁ ଏହି ପଦବୀ ପାଇଁ ଚୟନ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏମାନଙ୍କ କହିବା କଥା ହେଲା, ଯାହାଙ୍କୁ ନିଯୁକ୍ତି ଦିଆଯାଇଛି ସେ ଗାଁରେ ରହୁନାହାଁନ୍ତି। ତେଣୁ ଚୟନ ପ୍ରକ୍ରିୟା ଆଉଥରେ କରିବାକୁ ସେମାନେ ଦାବି କରିଛନ୍ତି। ଏନେଇ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ କହିଛନ୍ତି ଯେ, ଗୋଟିଏ ପକ୍ଷର ଅଭିଯୋଗ ଆସିଛି। ସିଡିପିଓଙ୍କୁ କହିବେ ଏହାକୁ ଆଉଥରେ ଅନୁଧ୍ୟାନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story