ରାଜଧାନୀରେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ରଣହୁଙ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜରାସ୍ତାରେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ରଣହୁଙ୍କାର। ଲୋୟର ପିଏମ୍‌ଜିରେ ବିଶାଳ ପ୍ରତିବାଦ ସଭା। ଦିନେ କି ଦୁଇ ଦିନ ନୁହେଁ, ଆଜିକୁ ୨୨ ଦିନ ଧରି ବିଭିନ୍ନ ଦାବିରେ ଆନ୍ଦୋଳନ ଚଳାଇ ଆସୁଛି ଅଲ ଓଡ଼ିଶା ଅଙ୍ଗନଓ୍ୱାଡ଼ି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନ। ସରକାରୀସ୍ତରରେ କାର୍ଯ୍ୟକାରୀ ହେଉଥିବା ପ୍ରତ୍ୟକ ଯୋଜନାରେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ସାମିଲ କରାଯାଉଛି। ହେଲେ କାମ ହିସାବରେ ପାରିଶ୍ରମିକ ମିଳୁନି। ବର୍ତ୍ତମାନ ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ମାସକୁ ୪୦୦୦ ଓ ସହାୟିକାଙ୍କୁ ୨୦୦୦ […]

Anganwadi workers protest capital

Anganwadi workers protest capital

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 05:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜରାସ୍ତାରେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ରଣହୁଙ୍କାର। ଲୋୟର ପିଏମ୍‌ଜିରେ ବିଶାଳ ପ୍ରତିବାଦ ସଭା। ଦିନେ କି ଦୁଇ ଦିନ ନୁହେଁ, ଆଜିକୁ ୨୨ ଦିନ ଧରି ବିଭିନ୍ନ ଦାବିରେ ଆନ୍ଦୋଳନ ଚଳାଇ ଆସୁଛି ଅଲ ଓଡ଼ିଶା ଅଙ୍ଗନଓ୍ୱାଡ଼ି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନ।

ସରକାରୀସ୍ତରରେ କାର୍ଯ୍ୟକାରୀ ହେଉଥିବା ପ୍ରତ୍ୟକ ଯୋଜନାରେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ସାମିଲ କରାଯାଉଛି। ହେଲେ କାମ ହିସାବରେ ପାରିଶ୍ରମିକ ମିଳୁନି। ବର୍ତ୍ତମାନ ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ମାସକୁ ୪୦୦୦ ଓ ସହାୟିକାଙ୍କୁ ୨୦୦୦ ଟଙ୍କା ଦିଆଯାଉଛି। ଏହାକୁ ବଢ଼ାଇବାକୁ ବାରମ୍ବାର ଦାବି ହୋଇ ଆସୁଛି। ଏହାଛଡ଼ା ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ସରକାରୀ ଚାକିରିର ମାନ୍ୟତା ସହ ମାସିକ ୧୮,୦୦୦ ଟଙ୍କା ଓ ସହାୟିକାଙ୍କୁ ୯୦୦୦ ଟଙ୍କା ଦରମା ଆଦି ୧୨ ଦଫା ଦାବି ନେଇ ସଂଘ ଆନ୍ଦୋଳନ ଜାରି ରଖିଛି।

ସାଧାରଣ ସମ୍ପାଦିକ ସୁମିତ୍ରା ମହାପାତ୍ର କହିଛନ୍ତି-“ନିର୍ମଳ ଭାରତ ଯୋଜନା, ଭୋଟ୍‌କାର୍ଡ଼, ଆଧାର କାର୍ଡ଼ ସର୍ଭେ ଅଙ୍ଗନଓ୍ୱାଡ଼ି କରୁଛନ୍ତି। କିନ୍ତୁ ସେହି ହିସାବରେ ଆମକୁ ଦରମା ମିଳୁନି। ଏନେଇ ବାରମ୍ୱାର ଦାବି ଉପସ୍ଥାପନ କରୁଛୁ। ମାତ୍ର ଆମ ଦାବି କେହି ଶୁଣୁ ନାହାନ୍ତି।”

ଦାବି ହାସଲ ଲାଗି ଅଙ୍ଗନଓ୍ୱାଡ଼ି କର୍ମୀ ଖାଲି ରାଜଧାନୀରେ ନୁହେଁ, ପ୍ରତି ଜିଲ୍ଲାର ସିଡିପିଓ କାର୍ଯ୍ୟାଳୟ ଓ ବ୍ଲକ୍ ଅଫିସ ଆଗରେ ମଧ୍ୟ ଧାରଣା ଦେଇଛନ୍ତି। ଏପଟେ ଗାଁ ଗାଁରେ ଥିବା ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଠପ୍ ହୋଇଯାଇଛି। ଅଧିକାଂଶ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ତାଲା ଝୁଲିଛି। ଫଳରେ ପିଲାଙ୍କ ପାଠପଢ଼ା, ସୁଷମ ଖାଦ୍ୟ ବଣ୍ଟନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଆଦି ସବୁ କାମରେ ସୃଷ୍ଟି ହୋଇଛି ଗୁରୁତର ସମସ୍ୟା।

[vc_video link="https://www.youtube.com/watch?v=OZ0VNx3eolk" align="center"]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story