ଭାଇରାଲ କଲେ ରସିକିଆ ନନା

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ମହିଳାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଜଣେ ମହିଳାଙ୍କ ସହ ଜଣେ ମନ୍ଦିର ପୂଜକଙ୍କୁ ଦେଖିବାକୁ ମିଳିଛି। ଏନେଇ ମହିଳା ଜଣଙ୍କ ଆଜି ମହିଳା ଥାନାରେ ଅଭିଯୋଗ କରିଛନ୍ତି।&nbsp; ଅଭିଯୁକ୍ତ ପୂଜକଙ୍କ ଘର ଝାରପଡ଼ା ଅଞ୍ଚଳରେ ବୋଲି ସୂଚନା ମିଳିଛି।</p> <p>ଅଭିଯୋଗ ଅନୁଯାୟୀ, ପୂଜକ ଜଣଙ୍କ ମହିଳାଙ୍କୁ ଘରକୁ ଯିବା ଆସିବା କରୁଥିଲେ।&nbsp; ଏହାରି ମଧ୍ୟରେ ମହିଳାଙ୍କୁ ନିଶାଦେଇ ପୂଜକ ଜଣକ ଆପତ୍ତିଜନକ ଫଟୋ ଉଠାଇଥିଲେ।&nbsp; ତା&rsquo;ପରେ ଶାରୀରିକ ସମ୍ପର୍କ ଲାଗି ବାଧ୍ୟ କରିଥିଲେ। ହେଲେ ମହିଳା ଜଣଙ୍କ ରାଜି ନହେବାରୁ ଭିଡିଓ ଭାଇରାଲ କରି ଦେଇଥିବା ଅଭିଯୋଗ ହୋଇଛି।&nbsp; ଏହି ଅଭିଯୋଗ ଘଟଣା ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।</p>

Ordigital Desk
  • Published: Tuesday, 24 April 2018
  • Updated: 24 April 2018, 01:41 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ମହିଳାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଜଣେ ମହିଳାଙ୍କ ସହ ଜଣେ ମନ୍ଦିର ପୂଜକଙ୍କୁ ଦେଖିବାକୁ ମିଳିଛି। ଏନେଇ ମହିଳା ଜଣଙ୍କ ଆଜି ମହିଳା ଥାନାରେ ଅଭିଯୋଗ କରିଛନ୍ତି।&nbsp; ଅଭିଯୁକ୍ତ ପୂଜକଙ୍କ ଘର ଝାରପଡ଼ା ଅଞ୍ଚଳରେ ବୋଲି ସୂଚନା ମିଳିଛି।</p><p>ଅଭିଯୋଗ ଅନୁଯାୟୀ, ପୂଜକ ଜଣଙ୍କ ମହିଳାଙ୍କୁ ଘରକୁ ଯିବା ଆସିବା କରୁଥିଲେ।&nbsp; ଏହାରି ମଧ୍ୟରେ ମହିଳାଙ୍କୁ ନିଶାଦେଇ ପୂଜକ ଜଣକ ଆପତ୍ତିଜନକ ଫଟୋ ଉଠାଇଥିଲେ।&nbsp; ତା&rsquo;ପରେ ଶାରୀରିକ ସମ୍ପର୍କ ଲାଗି ବାଧ୍ୟ କରିଥିଲେ। ହେଲେ ମହିଳା ଜଣଙ୍କ ରାଜି ନହେବାରୁ ଭିଡିଓ ଭାଇରାଲ କରି ଦେଇଥିବା ଅଭିଯୋଗ ହୋଇଛି।&nbsp; ଏହି ଅଭିଯୋଗ ଘଟଣା ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos