କୁନି ବାଗ୍ମୀ ପ୍ରତ୍ୟାଶାଙ୍କ ସହ ଅନୁଭବ ମହାନ୍ତି, ସୋସିଆଲ ମିଡିଆର ଜୟଗାନ

ଭୁବନେଶ୍ୱର: ଭାଇରାଲ ଗାର୍ଲ ପ୍ରତ୍ୟାଶା ପତି। ଗଣତନ୍ତ୍ର ଦିବସରେ କ୍ରାନ୍ତିକାରୀ ଭାଷଣ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା କୁନି ଝିଅ ପ୍ରତ୍ୟାଶା ପତି ସୋସିଆଲ ମିଡିଆରେ ବେଶ ପ୍ରଂଶସା ସାଉଁଟିଥିଲେ। ତା’ ଭାଷଣରେ ବିମୋହିତ ହୋଇ ଓଲିଉଡ୍‌ ଷ୍ଟାର ଅନୁଭବ ମହାନ୍ତି ପ୍ରତ୍ୟାଶାଙ୍କୁ ଭେଟିଛନ୍ତି। ଅନଭୁବ ପ୍ରତ୍ୟାଶାଙ୍କ ଘର ଜଟଣିର ଯାଁଳା ମୁଣ୍ଡମୁହାଁଣସ୍ଥିତ ଘରେ ଭେଟି ତାଙ୍କୁ ଉତ୍ସାହିତ କରିଛନ୍ତି। ଅତ୍ୟନ୍ତ ଆନନ୍ଦର ସହ ଅନୁଭବ ପ୍ରତ୍ୟାଶାଙ୍କୁ କୋଳେଇ ନେବା ସହ ଆଶୀର୍ବାଦ ଦେଇଥିଲେ। ପ୍ରତ୍ୟାଶାଙ୍କ […]

pratyasha

pratyasha

Rakesh Mallick
  • Published: Monday, 05 February 2018
  • Updated: 05 February 2018, 04:45 PM IST

Sports

Latest News

ଭୁବନେଶ୍ୱର: ଭାଇରାଲ ଗାର୍ଲ ପ୍ରତ୍ୟାଶା ପତି। ଗଣତନ୍ତ୍ର ଦିବସରେ କ୍ରାନ୍ତିକାରୀ ଭାଷଣ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା କୁନି ଝିଅ ପ୍ରତ୍ୟାଶା ପତି ସୋସିଆଲ ମିଡିଆରେ ବେଶ ପ୍ରଂଶସା ସାଉଁଟିଥିଲେ। ତା’ ଭାଷଣରେ ବିମୋହିତ ହୋଇ ଓଲିଉଡ୍‌ ଷ୍ଟାର ଅନୁଭବ ମହାନ୍ତି ପ୍ରତ୍ୟାଶାଙ୍କୁ ଭେଟିଛନ୍ତି।

ଅନଭୁବ ପ୍ରତ୍ୟାଶାଙ୍କ ଘର ଜଟଣିର ଯାଁଳା ମୁଣ୍ଡମୁହାଁଣସ୍ଥିତ ଘରେ ଭେଟି ତାଙ୍କୁ ଉତ୍ସାହିତ କରିଛନ୍ତି। ଅତ୍ୟନ୍ତ ଆନନ୍ଦର ସହ ଅନୁଭବ ପ୍ରତ୍ୟାଶାଙ୍କୁ କୋଳେଇ ନେବା ସହ ଆଶୀର୍ବାଦ ଦେଇଥିଲେ। ପ୍ରତ୍ୟାଶାଙ୍କ ସହ ଅନୁଭବ ଉଠାଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

କେବଳ ପ୍ରତ୍ୟାଶା ନୁହଁ ତାଙ୍କ ପରିବାର ଗହଣରେ ମଧ୍ୟ ଅନୁଭବ ଉଠାଇଥିବା ଫଟୋ ଭାଇରାଲ ହେଉଛି । ଅନୁଭବଙ୍କ ଏହି ମହନୀୟତା ପାଇଁ ତାଙ୍କୁ ମଧ୍ୟ ବହୁ ଲୋକେ ପ୍ରଂଶସା କରିଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ପ୍ରତ୍ୟାଶା ଚମତ୍କାର ଭାଷଣ ଦେଇଥିଲେ। ତା’ ବକ୍ତବ୍ୟରୁ ହିଁ ତାର ପ୍ରତିଭାର ବାରି ହୋଇଥିଲା। ପ୍ରତ୍ୟାଶା ଓଗାଳପଡ଼ା ଗଣ୍ଠିଳ ୟୁପି ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story