ହାତ ଛାଡ଼ିଲେ ଓଲିଉଡ୍‌ ନାୟିକା ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସ ଛାଡ଼ିଲେ ଅଭିନେତ୍ରୀ ଅପରାଜିତା ମହାନ୍ତି। ଗତ ନିର୍ବାଚନରେ ସେ କଟକ ସଂସଦୀୟ କ୍ଷେତ୍ରରୁ ଲଢ଼ିଥିଲେ। ମାତ୍ର ବିଜେଡିର ଭେଟେରାନ୍‌ ଲିଡର ତଥା ନିକଟତମ ପ୍ରତିଦ୍ୱନ୍ଦୀ ଭର୍ତ୍ତୃହରି ମହତାବଙ୍କ ଠାରୁ ପରାଜୟ ବରଣ କରିଥିଲେ। ଆଜି ସେ ବିଧିବଦ୍ଧ ଭାବେ ଦଳ ଛାଡ଼ିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ତାଙ୍କର ପରବର୍ତ୍ତୀ କାର୍ଯ୍ୟକ୍ରମ କଣ ହେବ ସେ ନେଇ କୌଣସି ସୂଚନା ଦେଇନାହାନ୍ତି ସେ। ଅପରାଜିତା ୨୦୧୪ ଫେବୃଆରୀ ୨୧ରେ କଂଗ୍ରେସରେ ଯୋଗଦାନ କରିଥିଲେ । […]

hqdefault-1

hqdefault-1

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 10:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସ ଛାଡ଼ିଲେ ଅଭିନେତ୍ରୀ ଅପରାଜିତା ମହାନ୍ତି। ଗତ ନିର୍ବାଚନରେ ସେ କଟକ ସଂସଦୀୟ କ୍ଷେତ୍ରରୁ ଲଢ଼ିଥିଲେ। ମାତ୍ର ବିଜେଡିର ଭେଟେରାନ୍‌ ଲିଡର ତଥା ନିକଟତମ ପ୍ରତିଦ୍ୱନ୍ଦୀ ଭର୍ତ୍ତୃହରି ମହତାବଙ୍କ ଠାରୁ ପରାଜୟ ବରଣ କରିଥିଲେ। ଆଜି ସେ ବିଧିବଦ୍ଧ ଭାବେ ଦଳ ଛାଡ଼ିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ତାଙ୍କର ପରବର୍ତ୍ତୀ କାର୍ଯ୍ୟକ୍ରମ କଣ ହେବ ସେ ନେଇ କୌଣସି ସୂଚନା ଦେଇନାହାନ୍ତି ସେ। ଅପରାଜିତା ୨୦୧୪ ଫେବୃଆରୀ ୨୧ରେ କଂଗ୍ରେସରେ ଯୋଗଦାନ କରିଥିଲେ । ତତ୍କାଳୀନ ପିସିସି ସଭାପତି ଜୟଦେବ ଜେନାଙ୍କ ନେତୃତ୍ୱରେ ସେ କଂଗ୍ରେସରେ ସାମିଲ ହୋଇଥିଲେ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବେଶ୍‍ ଚର୍ଚ୍ଚିତ ନାୟିକା ହେଉଛନ୍ତି ଅପରାଜିତା ମହାନ୍ତି । ୧୫ ବର୍ଷରୁ ଅଧିକ ବର୍ଷ ଧରି ଓଡ଼ିଆ ସିନେ ଜଗତରେ ଏକ ନମ୍ବର ନାୟିକା ଥିଲେ ଅପରାଜିତା । ଏବେ ବି ସେ ଫିଲ୍ମ ଓ ଟେଲିଭିଜନ୍‍ ଦୁନିଆରେ ବେଶ୍‍ ସକ୍ରିୟ ଅଛନ୍ତି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story