ଦାଦା ଭୁଲିଗଲା ରକ୍ତ ସମ୍ପର୍କ, ପୁତୁରାକୁ ମାରିଲା ତୀର

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କଳଙ୍କିତ ହୋଇଛି ରକ୍ତ ସମ୍ପର୍କ। ସାମାନ୍ୟ ଘରୋଇ କଳିକୁ କେନ୍ଦ୍ରକରି ରକ୍ତ ସମ୍ପର୍କ ଭୁଲିଗଲେ ଦାଦା। ନିଜ ପୁତୁରାକୁ ଗତକାଲି ମାରିଛି ତୀର। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ଚାନ୍ଦପଶି ଗାଁରେ। ଗୁରୁତର ଅବସ୍ଥାରେ ପୁତୁରାକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୂରା ଘଟଣା ଏମିତି। ଗତ କିଛି ଦିନ ଧରି ଚାନ୍ଦପଶି ଗାଁର ବିଞ୍ଜାର ମାଝି ଓ ତାଙ୍କ ସାନ ଭାଇ ବୀର ମାଝିଙ୍କ […]

arrow attack in kjn

arrow attack in kjn

Rakesh Mallick
  • Published: Monday, 16 April 2018
  • Updated: 16 April 2018, 04:50 PM IST

Sports

Latest News

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କଳଙ୍କିତ ହୋଇଛି ରକ୍ତ ସମ୍ପର୍କ। ସାମାନ୍ୟ ଘରୋଇ କଳିକୁ କେନ୍ଦ୍ରକରି ରକ୍ତ ସମ୍ପର୍କ ଭୁଲିଗଲେ ଦାଦା। ନିଜ ପୁତୁରାକୁ ଗତକାଲି ମାରିଛି ତୀର। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ଚାନ୍ଦପଶି ଗାଁରେ। ଗୁରୁତର ଅବସ୍ଥାରେ ପୁତୁରାକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ପୂରା ଘଟଣା ଏମିତି। ଗତ କିଛି ଦିନ ଧରି ଚାନ୍ଦପଶି ଗାଁର ବିଞ୍ଜାର ମାଝି ଓ ତାଙ୍କ ସାନ ଭାଇ ବୀର ମାଝିଙ୍କ ମଧ୍ୟରେ ବିବାଦ ଲାଗିଥିଲା। ରବିବାହ ଏହା ଉଗ୍ର ରୂପ ଧାରଣ କରିଥିଲା। କୌଣସି କଥାକୁ ନେଇ ବିଞ୍ଜାନଙ୍କ ପୁଅ ଜଗା ଓ ବୀରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବୀର ତାଙ୍କ ପୁତୁରା ଜଗାକୁ ତୀର ମାଡ଼ କରିଥିଲେ। ଫଳରେ ତାଙ୍କ ପେଟରେ ବାଜିଥିଲା ତୀର। ତାଙ୍କୁ ସଙ୍ଗେ ସଙ୍ଗେ ହରିଚନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story