ଆସିକା: ଏକତରଫା ପ୍ରେମ ମହଙ୍ଗା ପଡିଲା, ଟିଉସନ ସାରଙ୍କୁ ଲଣ୍ଡା କରି ଗାଁ ବୁଲାଇଲେ ଲୋକେ

ଆସିକା: ଏକତରଫା ପ୍ରେମ କରି ଜଣେ ଟିଉସନ ସାରଙ୍କୁ ମହଙ୍ଗା ପଡିଛି । ନିଜ ଛାତ୍ରୀଙ୍କୁ ଭଲପାଉଥିବା ଶିକ୍ଷକ ଜଣଙ୍କ ପ୍ରେମ ନିବେଦନ କରି ବିଫଳ ହେବା ପରେ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ ଫେସବୁକରେ ଛାଡି ଅବଦସ୍ତ ହୋଇଛନ୍ତି । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବାହାଡାଗୁଡା ଗ୍ରାମରେ । ଗ୍ରାମରେ ଟିଉସନ କରୁଥିବା ଯୁବକ ଜଣଙ୍କ ଏପରି କାଣ୍ଡ ଜଣାପଡିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମର […]

narasingha

narasingha

Rakesh Mallick
  • Published: Friday, 10 July 2015
  • Updated: 10 July 2015, 01:53 PM IST

ଆସିକା: ଏକତରଫା ପ୍ରେମ କରି ଜଣେ ଟିଉସନ ସାରଙ୍କୁ ମହଙ୍ଗା ପଡିଛି । ନିଜ ଛାତ୍ରୀଙ୍କୁ ଭଲପାଉଥିବା ଶିକ୍ଷକ ଜଣଙ୍କ ପ୍ରେମ ନିବେଦନ କରି ବିଫଳ ହେବା ପରେ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ ଫେସବୁକରେ ଛାଡି ଅବଦସ୍ତ ହୋଇଛନ୍ତି । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବାହାଡାଗୁଡା ଗ୍ରାମରେ । ଗ୍ରାମରେ ଟିଉସନ କରୁଥିବା ଯୁବକ ଜଣଙ୍କ ଏପରି କାଣ୍ଡ ଜଣାପଡିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମର ଯୁବକମାନ ସମ୍ପୃକ୍ତ ଟିଉସନ ସାରଙ୍କୁ ଧରି ଲଣ୍ଡା କରିବା ସହ ରୋସଣି କରି ଗାଁରେ ବୁଲାଇଥିଲେ । ପରେ ସମ୍ପୃକ୍ତ ଟିଉସନ ସାରଙ୍କୁ ପୋଲିସ ଜିମା ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story