୧୦ ଏଟିଏମ୍ ଲୁଟେରା ଗିରଫ

arrest

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଉରକେଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା।  ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍‌ର ୧୦ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି।  ସେମାନଙ୍କ ଠାରୁ ନଗଦ ୪ ଲକ୍ଷ ଟଙ୍କା, ୩ଟି କାର ଓ ପ୍ରାୟ ୫୦ଟି ଏଟିଏମ୍ କାର୍ଡ ଜବତ ହୋଇଛି। ଲୁଟେରାମାନେ ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ସୂଚନା ମିଳିଛି।

ସେମାନେ ୧୦୦ରୁ ଊର୍ଦ୍ଧ୍ୱ ଏଟିଏମ୍ ଠକେଇରେ ସଂଶ୍ଳିଷ୍ଟ ଥିବା ଓ ସେମାନଙ୍କ ନାଁରେ ୩୦ରୁ ଅଧତ୍କ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Previous ArticleNext Article

Send this to a friend