୧୦ ଏଟିଏମ୍ ଲୁଟେରା ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଉରକେଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା।  ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍‌ର ୧୦ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି।  ସେମାନଙ୍କ ଠାରୁ ନଗଦ ୪ ଲକ୍ଷ ଟଙ୍କା, ୩ଟି କାର ଓ ପ୍ରାୟ ୫୦ଟି ଏଟିଏମ୍ କାର୍ଡ ଜବତ ହୋଇଛି। ଲୁଟେରାମାନେ ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ସୂଚନା ମିଳିଛି। ସେମାନେ ୧୦୦ରୁ ଊର୍ଦ୍ଧ୍ୱ ଏଟିଏମ୍ ଠକେଇରେ ସଂଶ୍ଳିଷ୍ଟ ଥିବା ଓ ସେମାନଙ୍କ ନାଁରେ ୩୦ରୁ ଅଧତ୍କ ମାମଲା ଥିବା ପୋଲିସ ପକ୍ଷରୁ […]

arrest

arrest

Rakesh Mallick
  • Published: Wednesday, 04 July 2018
  • Updated: 04 July 2018, 10:47 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଉରକେଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା।  ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍‌ର ୧୦ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି।  ସେମାନଙ୍କ ଠାରୁ ନଗଦ ୪ ଲକ୍ଷ ଟଙ୍କା, ୩ଟି କାର ଓ ପ୍ରାୟ ୫୦ଟି ଏଟିଏମ୍ କାର୍ଡ ଜବତ ହୋଇଛି। ଲୁଟେରାମାନେ ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ସୂଚନା ମିଳିଛି।

ସେମାନେ ୧୦୦ରୁ ଊର୍ଦ୍ଧ୍ୱ ଏଟିଏମ୍ ଠକେଇରେ ସଂଶ୍ଳିଷ୍ଟ ଥିବା ଓ ସେମାନଙ୍କ ନାଁରେ ୩୦ରୁ ଅଧତ୍କ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story