ତ୍ରିକୋଣୀୟ ପ୍ରେମର କରୁଣ ପରିଣତି : ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ ପରେ କ’ଣ କଲେ ଯୁବକ ,ପଢନ୍ତୁ

ରାୟଗଡ଼ା,(ଓଡ଼ିଶା ରିପୋର୍ଟର):ତ୍ରିକୋଣୀୟ ପ୍ରେମକୁ ନେଇ ଅଭାବନୀୟ କାଣ୍ଡ। ପ୍ରତାରଣାକୁ ବରଦାସ୍ତ କରି ନ ପାରି ପ୍ରେମିକାକୁ ଛୁରୀ ଭୁସି ହତ୍ୟା ଉଦ୍ୟମ କରିଛି ପୂର୍ବତନ ପ୍ରେମିକ। ଏଭଳି ଏକ ଅଭିଯୋଗ ଆସିଛି  ରାୟଗ଼ଡ଼ା ଜିଲ୍ଲା କଲ୍ୟାଣସିଂହପୁର କାଣିପାଇ ଗାଁରୁ।   ସୂଚନା ଅନୁସାରେ କାଣିପାଇ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲା ବଦଳିଆ ଗାଁର କୁରୁମା ପ୍ରାସ୍କା ।   କିଛି ଦିନ ତଳେ ସେହି ଯୁବତୀ ଅନ୍ୟ ଜଣେ ଯୁବକ ସହିତ ବୁଲୁଥିବାର ଦେଖିଥିଲେ କୁରୁମା।

ତଥାପି ଯୁବତୀଙ୍କ ଘରକୁ ଯାଇ ପୁଣି ଥରେ ପ୍ରେମ ନିବେଦନ କରିଥିଲା।  ଏପରିକି ବିବାହର ପ୍ରସ୍ତାବ ମଧ୍ୟ ଦେଇଥିଲା  କିନ୍ତୁ ଯୁବତୀ ଜଣକ ରୋକଠୋକ ମନା କରିଦେବାରୁ ରାଗରେ ଯୁବତୀଙ୍କୁ ଛୁରୀରେ ଆକ୍ରମଣ କରିଥିଲା କୁରୁମା।   ନିଜେ ମଧ୍ୟ କୀଟନାଶକକ ପିଇ ଦେଇଥିଲା।   ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ପରେ ସେହି ଯୁବତୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠା ଯାଇଛି।  ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି ।  ତା’ ବିରୋଧରେ ହତ୍ୟା ଉଦ୍ୟମ ଭଳି ଗୁରୁତର ଦଫା ଲାଗିଛି ।

Ordigital Desk
• Published: Saturday, 10 March 2018
• Updated: 10 March 2018, 04:19 PM IST

ରାୟଗଡ଼ା,(ଓଡ଼ିଶା ରିପୋର୍ଟର):ତ୍ରିକୋଣୀୟ ପ୍ରେମକୁ ନେଇ ଅଭାବନୀୟ କାଣ୍ଡ। ପ୍ରତାରଣାକୁ ବରଦାସ୍ତ କରି ନ ପାରି ପ୍ରେମିକାକୁ ଛୁରୀ ଭୁସି ହତ୍ୟା ଉଦ୍ୟମ କରିଛି ପୂର୍ବତନ ପ୍ରେମିକ। ଏଭଳି ଏକ ଅଭିଯୋଗ ଆସିଛି  ରାୟଗ଼ଡ଼ା ଜିଲ୍ଲା କଲ୍ୟାଣସିଂହପୁର କାଣିପାଇ ଗାଁରୁ।   ସୂଚନା ଅନୁସାରେ କାଣିପାଇ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲା ବଦଳିଆ ଗାଁର କୁରୁମା ପ୍ରାସ୍କା ।   କିଛି ଦିନ ତଳେ ସେହି ଯୁବତୀ ଅନ୍ୟ ଜଣେ ଯୁବକ ସହିତ ବୁଲୁଥିବାର ଦେଖିଥିଲେ କୁରୁମା।

ତଥାପି ଯୁବତୀଙ୍କ ଘରକୁ ଯାଇ ପୁଣି ଥରେ ପ୍ରେମ ନିବେଦନ କରିଥିଲା।  ଏପରିକି ବିବାହର ପ୍ରସ୍ତାବ ମଧ୍ୟ ଦେଇଥିଲା  କିନ୍ତୁ ଯୁବତୀ ଜଣକ ରୋକଠୋକ ମନା କରିଦେବାରୁ ରାଗରେ ଯୁବତୀଙ୍କୁ ଛୁରୀରେ ଆକ୍ରମଣ କରିଥିଲା କୁରୁମା।   ନିଜେ ମଧ୍ୟ କୀଟନାଶକକ ପିଇ ଦେଇଥିଲା।   ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ପରେ ସେହି ଯୁବତୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠା ଯାଇଛି।  ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି ।  ତା’ ବିରୋଧରେ ହତ୍ୟା ଉଦ୍ୟମ ଭଳି ଗୁରୁତର ଦଫା ଲାଗିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos