ଉଷସୀଙ୍କ ନାଁରେ ହତ୍ୟା ଉଦ୍ୟମ ଅଭିଯୋଗ, ସୁରକ୍ଷା ଦାବିରେ କୋର୍ଟକୁ ଗଲେ ଇନ୍ଦ୍ରମଣି

ଅନୁଗୋଳ (ବିରଜା ଦାସ): ଉଷସୀ ମିଶ୍ର ଆଣିଥିବା ଅସଦାଚରଣ ଅଭିଯୋଗ ନୂଆ ମୋଡ଼ ନେଇଛି। ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ପାଲଟା ଅଭିଯୋଗ କରିଛନ୍ତି ଅଭିଯୁକ୍ତ ଇନ୍ଦ୍ରମଣି ସାହୁ। ସେ ଅସଦାଚରଣ କରିନାହାଁନ୍ତି ବରଂ ଉଷସୀ ତାଙ୍କୁ ଅପମାନିତ କରିଥିବା ଦର୍ଶାଇଛନ୍ତି। ସେ ଗାଳିଗୁଲଜ କରିବା ସହ ସହ ମାଡ ମାରିଥିଲେ। ତଳେ ପକାଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା ଇନ୍ଦ୍ରମଣୀ ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ସୁରକ୍ଷା ଦାବି କରିଛନ୍ତି। […]

Usasi-Mishra

Usasi-Mishra

Rakesh Mallick
  • Published: Thursday, 26 April 2018
  • Updated: 26 April 2018, 06:39 PM IST

Sports

Latest News

ଅନୁଗୋଳ (ବିରଜା ଦାସ): ଉଷସୀ ମିଶ୍ର ଆଣିଥିବା ଅସଦାଚରଣ ଅଭିଯୋଗ ନୂଆ ମୋଡ଼ ନେଇଛି। ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ପାଲଟା ଅଭିଯୋଗ କରିଛନ୍ତି ଅଭିଯୁକ୍ତ ଇନ୍ଦ୍ରମଣି ସାହୁ। ସେ ଅସଦାଚରଣ କରିନାହାଁନ୍ତି ବରଂ ଉଷସୀ ତାଙ୍କୁ ଅପମାନିତ କରିଥିବା ଦର୍ଶାଇଛନ୍ତି। ସେ ଗାଳିଗୁଲଜ କରିବା ସହ ସହ ମାଡ ମାରିଥିଲେ। ତଳେ ପକାଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା ଇନ୍ଦ୍ରମଣୀ ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ସୁରକ୍ଷା ଦାବି କରିଛନ୍ତି।

ଗୋଇଠା ମାରି ତଳେ ପକାଇ ଦେଲେ, ବେକକୁ ଗୋଡ଼ରେ ଚାପି ଦେଲେ

ଇନ୍ଦ୍ରମଣି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, “ଗତ ୨୨ ତାରିଖ ରାତି ପ୍ରାୟ ସାଢେ ୧୧ଟାରେ ଡେରଙ୍ଗରେ ହେଉଥିବା ଚନ୍ଦନଯାତ୍ରାରେ ନାଟକ ଦେଖିବାକୁ ଯାଇଥିଲି। ଏହି ସମୟରେ ଉଷସୀ କାର ପାର୍କିଂ କରୁଥିଲେ। ତାଙ୍କ କାର ମୋ ଦେହରେ ବାଜିଥିଲା। ଏହାକୁ ନେଇ ମୁଁ ପାଟି କରିଥିଲି। ଏହାପରେ ସେ କାରରୁ ଓହ୍ଲାଇ ମୋତେ ଗାଳିଗୁଲଜ କରିଥିଲେ ଓ  ମୋ ସାର୍ଟ କଲର ଧରି ମୁଣ୍ଡକୁ ତଳକୁ ମାଡ଼ି ଦେଇ ଜୋତାରେ ଲାତ ମାରିଥିଲେ। ମୁଁ ତଳେ ପଡ଼ିଯାଇ ବଞ୍ଚାଇବାକୁ ପାଟି କରି ଡାକ ପକାଇଥିଲି। ଏତେସବୁ ପରେ ବି ସେ ମୋ ବେକକୁ ଗୋଡ଼ରେ ଚାପି ଦେଇ ମାରିଦେବାକୁ ଧମକ ଦେଇଥିଲେ। ମୋ ନିଃଶ୍ୱାସ ବନ୍ଦ ହୋଇଯିବା ସହ ଚେତାଶୂନ୍ୟ ହୋଇଯାଇଥିଲି। ଏହାପରେ ସେ ମୋତେ ଘୋଷାଡ଼ି ଘୋଷାଡ଼ି ନେଇଥିବା ବେଳେ ମୋ ପୁତୁରା ଓ କିଛି ଲୋକ ସେଠାରେ ପହଞ୍ଚି ତାଙ୍କ କବଳରୁ ମୋତେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ମଧ୍ୟ ସେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ।

ଉଷସୀଙ୍କ ଆକ୍ରମଣରେ ଶରୀରରେ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଇନ୍ଦ୍ରମଣି ଅଭିଯୋଗରେ ଦର୍ଶାଇବା ସହ ଜୀବନ ପ୍ରତି ବିପଦ ଥିବା କହି ସୁରକ୍ଷା ଯୋଗାଇ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story