ମାଛକୁଣ୍ଡ ଜଳ ଭଣ୍ଡାର ୫ଟି ଗେଟ୍‌ ଖୋଲିଲା, ଦେଖନ୍ତୁ ଭିଡିଓ

<p>ଲମତାପୁଟ୍ (ଜଗଜୀବନ କାଚିମ): ଲଗାଣ ବର୍ଷା ଲାଗି ରହିଥିବାରୁ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳ ଭଣ୍ଡାରରେ ଜନସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ଆଜି ଜଳଭଣ୍ଡାର ୫ଟି ଗେଟ୍&zwnj; ଖୋଲା ଯାଇଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ୧୮ ହଜାର କ୍ୟୁସେକ୍&zwnj; ଜଳ ପ୍ରବେଶ କରୁଥିବା ବେଳେ ୧୮ ହଜାର କ୍ୟୁସେକ୍&zwnj; ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ଜଳ ଭଣ୍ଡାରର ୩, ୪, ୫, ୬ ଓ ୭ ନମ୍ୱର ଗେଟ୍&zwnj; ନେଇ ଜଳ ନିଷ୍କାସନ ହେଉଛି।</p> <p>&amp;nbsp;</p>

Ordigital Desk
  • Published: Wednesday, 15 August 2018
  • Updated: 15 August 2018, 04:59 PM IST

Sports

Latest News

<p>ଲମତାପୁଟ୍ (ଜଗଜୀବନ କାଚିମ): ଲଗାଣ ବର୍ଷା ଲାଗି ରହିଥିବାରୁ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳ ଭଣ୍ଡାରରେ ଜନସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ଆଜି ଜଳଭଣ୍ଡାର ୫ଟି ଗେଟ୍&zwnj; ଖୋଲା ଯାଇଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ୧୮ ହଜାର କ୍ୟୁସେକ୍&zwnj; ଜଳ ପ୍ରବେଶ କରୁଥିବା ବେଳେ ୧୮ ହଜାର କ୍ୟୁସେକ୍&zwnj; ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ଜଳ ଭଣ୍ଡାରର ୩, ୪, ୫, ୬ ଓ ୭ ନମ୍ୱର ଗେଟ୍&zwnj; ନେଇ ଜଳ ନିଷ୍କାସନ ହେଉଛି।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos