ଅଟୋ ଚାଳକଙ୍କ ଅମାନବିକ କାର୍ଯ୍ୟ: ଅଧା ବାଟରେ ଆହତଙ୍କୁ ଫିଙ୍ଗି ପଳାଇ ଗଲେ!

ଝାରସୁଗୁଡ଼ା (ଓଡିଶା ରିପୋର୍ଟର): ମରିଯାଇଛି ମାନବିକତା। ଦୁର୍ଘଟଣାରେ ଆହତଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ରାସ୍ତାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଡାକ୍ତରଖାନାରେ ବିଳମ୍ୱରେ ପହଞ୍ଚିବାରୁ ଜଣକର ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ଝାରସୁଗୁଡ଼ା ସହରରେ ଘଟିଛି। ଗତକାଲି ରାତିରେ ପଶ୍ଚିମବଙ୍ଗ ରାଜ୍ୟର ଶୁଭାଶିଷ ମଲ୍ଲିକ, ପ୍ରବିର ମଲ୍ଲିକ ଓ ଯାଦବ ସନ୍ତ୍ରା ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇ ଥିଲେ। ସେମାନେ ସେଠାରୁ ଏକ ଅଟୋରେ ବେଲପାହାଡ଼ ଯାଉଥିଲେ। ଶୁଖାବନ୍ଧ ନିକଟରେ ଅଟୋଟି ରାସ୍ତା କଡରେ ଠିଆ ହୋଇଥିବା […]

auto accident in jharsuguda

auto accident in jharsuguda

Rakesh Mallick
  • Published: Wednesday, 23 August 2017
  • Updated: 23 August 2017, 05:24 PM IST

Sports

Latest News

ଝାରସୁଗୁଡ଼ା (ଓଡିଶା ରିପୋର୍ଟର): ମରିଯାଇଛି ମାନବିକତା। ଦୁର୍ଘଟଣାରେ ଆହତଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ରାସ୍ତାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଡାକ୍ତରଖାନାରେ ବିଳମ୍ୱରେ ପହଞ୍ଚିବାରୁ ଜଣକର ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ଝାରସୁଗୁଡ଼ା ସହରରେ ଘଟିଛି।

ଗତକାଲି ରାତିରେ ପଶ୍ଚିମବଙ୍ଗ ରାଜ୍ୟର ଶୁଭାଶିଷ ମଲ୍ଲିକ, ପ୍ରବିର ମଲ୍ଲିକ ଓ ଯାଦବ ସନ୍ତ୍ରା ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇ ଥିଲେ। ସେମାନେ ସେଠାରୁ ଏକ ଅଟୋରେ ବେଲପାହାଡ଼ ଯାଉଥିଲେ। ଶୁଖାବନ୍ଧ ନିକଟରେ ଅଟୋଟି ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଯାହାଫଳରେ ସମସ୍ତେ ଗୁରୁତର ହୋଇଥିବା ବେଳେ ଶୁଭାଶିଷ ସାମାନ୍ୟ ଆହତ ହୋଇଥିଲେ। ଆହତଙ୍କୁ ମେଡ଼ିକାଲ ନେବା ପାଇଁ ଶୁଭାଶିଷ ସେହି ରାସ୍ତାରେ ଯାଉଥିବା ସମସ୍ତଙ୍କୁ ଗୁହାରି କରିଥିଲେ। ମାତ୍ର କେହି ସାହାଯ୍ୟର ହାତ ବଢ଼ାଇ ନଥିଲେ। କିଛି ସମୟ ପରେ ଜଣେ ଅଟୋ ଡ୍ରାଇଭର ପହଁଚି ସେମାନଙ୍କୁ ଝାରସୁଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରିବା ପରିବର୍ତ୍ତେ ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଯାଦବଙ୍କ ମୃତ୍ୟୁ ହୋଇଥିଲା। ଅଟୋ ଡ୍ରାଇଭରର ଅବହେଳା ଯୋଗୁଁ ତାଙ୍କ ସହଯୋଗୀଙ୍କ ପ୍ରାଣ ଯାଇଛି ବୋଲି ଶୁଭାଶିଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story