ଅଟୋ ଡ୍ରାଇଭରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

<p>ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୁନ୍ଦରପୁର ଗାଁରେ ଜଣେ ଅଟୋ ଡ୍ରାଇଭରଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ଗୁନ ଲେଙ୍କା। ତାଙ୍କର ଘର ହରିପୁର ଗାଁରେ। ସୁନ୍ଦରପୁର ଗାଁର ଲୋଚନ ପରିଡ଼ାଙ୍କ ଘରେ ସେ ଭଡ଼ାରେ ରହି ଅଟୋ ଚଳାଉଥିଲେ।</p> <p>ଆଜି ସକାଳୁ ରକ୍ତ ଜୁବୁବୁଡୁ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୂର୍ବ ଶତ୍ରୁତାରୁ ଏହା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।</p>

Ordigital Desk
  • Published: Sunday, 10 June 2018
  • Updated: 10 June 2018, 06:21 PM IST

Sports

Latest News

<p>ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୁନ୍ଦରପୁର ଗାଁରେ ଜଣେ ଅଟୋ ଡ୍ରାଇଭରଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ଗୁନ ଲେଙ୍କା। ତାଙ୍କର ଘର ହରିପୁର ଗାଁରେ। ସୁନ୍ଦରପୁର ଗାଁର ଲୋଚନ ପରିଡ଼ାଙ୍କ ଘରେ ସେ ଭଡ଼ାରେ ରହି ଅଟୋ ଚଳାଉଥିଲେ।</p><p>ଆଜି ସକାଳୁ ରକ୍ତ ଜୁବୁବୁଡୁ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୂର୍ବ ଶତ୍ରୁତାରୁ ଏହା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos