ଟ୍ୱିଟ୍‌ କରି ରୀତାଙ୍କୁ ଅଭିନନ୍ଦନ ଜଣାଇଲେ ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ବାଜିମାତ ପରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ଟ୍ୱିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବିଜେପୁରବାସୀ ରୀତା ସାହୁଙ୍କ ଉପରେ ଯେଉଁ ଆଶା ଓ ଭରସା ରଖିଛନ୍ତି, ଏହି ବିଶ୍ୱାସକୁ ହାସଲ କରିବା ସହ ବିଜେପୁର ନିର୍ବାଚନମଣ୍ଡଳୀର ଉନ୍ନତିରେ ସେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି ସାଂସଦ ପଣ୍ଡା।

 

Previous ArticleNext Article

Send this to a friend