ଇସ୍ତଫା ପତ୍ର ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କଲେ ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ୧୮ ବର୍ଷ ୩ ମାସ ୨ ସପ୍ତାହ ଓ ଗୋଟିଏ ଦିନ ପରେ ସେ ସଂସଦରୁ ବିଦାୟ ନେଉଥିବା ଟ୍ୱିଟ୍‌ ଜରିଆରେ ଜଣାଇଛନ୍ତି। ନିଜର ପୂର୍ବ ଦଳରୁ ଏବେ ଆଉ ପ୍ରତିନିଧିତ୍ୱ କରିପାରବେ ନାହିଁ ବୋଲି ସେ ବାଚସ୍ପତିଙ୍କୁ ଜଣାଇଥିଲେ। ବାସ୍ତବିକ ଆଦର୍ଶଠାରୁ ତାଙ୍କର ପୂର୍ବତନ ଦଳ ଏବେ ବହୁ […]

bj panda

bj panda

Rakesh Mallick
  • Published: Wednesday, 18 July 2018
  • Updated: 18 July 2018, 03:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ୧୮ ବର୍ଷ ୩ ମାସ ୨ ସପ୍ତାହ ଓ ଗୋଟିଏ ଦିନ ପରେ ସେ ସଂସଦରୁ ବିଦାୟ ନେଉଥିବା ଟ୍ୱିଟ୍‌ ଜରିଆରେ ଜଣାଇଛନ୍ତି।
baijayantaନିଜର ପୂର୍ବ ଦଳରୁ ଏବେ ଆଉ ପ୍ରତିନିଧିତ୍ୱ କରିପାରବେ ନାହିଁ ବୋଲି ସେ ବାଚସ୍ପତିଙ୍କୁ ଜଣାଇଥିଲେ। ବାସ୍ତବିକ ଆଦର୍ଶଠାରୁ ତାଙ୍କର ପୂର୍ବତନ ଦଳ ଏବେ ବହୁ ଦୂରକୁ ଚାଲିଯାଇଛି ବୋଲି ବୈଜୟନ୍ତ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story