ବଜ୍ରାଘାତରେ ୫ ମୃତ,୫ ଗୁରୁତର

ଭୁବନେଶ୍ୱର: ଗୁରୁବାର ଅପରାହ୍ନରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାପାତରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ଜଣ ଗୁରୁତର ଆହାତ ହୋଇଛନ୍ତି। ବେତନଟି ନିମଡୀହାରୁ ଜଣେ, ଆନନ୍ଦପୁରର ମନୋହରପୁର ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ଖଡିଆଳ ଥାନା କୋଟିପଦର ଓ ନୀଳଗିରି କଣ୍ଟିଆଟିକରରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

Previous ArticleNext Article

Send this to a friend