ଜଙ୍ଗଲ ଛାଡ଼ି ଗାଁରେ ପଶିଲା ଭାଲୁ, ଜଣଙ୍କୁ କଲା ଘାଇଲା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ରାକ୍ସିମୁଣ୍ଡା ଗାଁରେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗାଁରେ ଲୁଚି ରହିଥିବା ଭାଲୁକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି।

Previous ArticleNext Article