ସବୁ ଫ୍ରିଜର ଅଚଳ; ଡାକ୍ତରଖାନାରେ ସଢୁଛି ଶବ

Freezer

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ସଂରକ୍ଷଣ ଗୃହର ୪ଟି ଯାକ ଫ୍ରିଜର ଅଚଳ ହୋଇଯାଇଛି।  ସେଥିରେ ରଖାଯାଉଥିବା ମୃତଦେହ ପଚି ସଢ଼ି ଦୁର୍ଗନ୍ଧ ବାହାରୁଛି।

ଆଗରୁ ୨ଟି ଫ୍ରିଜର ଅଚଳ ହୋଇପଡ଼ିଥିଲା। ଓଟିଭିରେ ଖବର ପ୍ରସାରଣ ପରେ ସେହି ୨ଟି ଫ୍ରିଜରର ମରାମତି କରାଯାଇଥିଲା।  କିଛି ଦିନ ଚାଲିବା ପରେ ସେଗୁଡ଼ିକ ପୁଣି ଅଚଳ ହୋଇପଡ଼ିଛି।  ବର୍ତ୍ତମାନ ୪ଟି ଯାକ ଫ୍ରିଜର୍ ଅଚଳ ଯୋଗୁଁ ମୃତଦେହ ସଂରକ୍ଷଣ ହୋଇପାରୁନାହିଁ।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend