୪୦ ଡିଗ୍ରୀ ଛୁଇଁଲା ବଲାଙ୍ଗିରର ତାପମାତ୍ରା

<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ବିଭିନ୍ନ ସ୍ଥାନରେ ବଢିବାରେ ଲାଗିଛି ତାତି।&nbsp;ବଲାଙ୍ଗିର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲାଣି। ଦିନ ୧୧ଟା ପରେ ଘରୁ ବାହାରିବା କଷ୍ଟକର ହୋଇଯାଉଛି। ଝାଞ୍ଜି ପବନ ସାଙ୍ଗକୁ ତାତି ଅସହ୍ୟ ହେବାର ଲାଗିଛି। ରାସ୍ତାରେ ଉନ୍ନତିକରଣ ପାଇଁ ଗଛ କାଟି ଦିଆଯାଇଥିବାରୁ ସହରରେ ତାତି ଏପରି ବଢ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବଲାଙ୍ଗିର ସହରର ତାପମାତ୍ରାକୁ ଅନୁଧ୍ୟାନ କରି ଆମ ରିପୋର୍ଟର ସସ୍ମିତା ସାହୁ ଆଉ କ&rsquo;ଣ କହୁଛନ୍ତି ଦେଖନ୍ତୁ ଏହି ଭିଡ଼ିଓ।</p> <p>&amp;nbsp;</p>

Ordigital Desk
  • Published: Wednesday, 07 March 2018
  • Updated: 07 March 2018, 03:06 PM IST

Sports

Latest News

<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ବିଭିନ୍ନ ସ୍ଥାନରେ ବଢିବାରେ ଲାଗିଛି ତାତି।&nbsp;ବଲାଙ୍ଗିର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲାଣି। ଦିନ ୧୧ଟା ପରେ ଘରୁ ବାହାରିବା କଷ୍ଟକର ହୋଇଯାଉଛି। ଝାଞ୍ଜି ପବନ ସାଙ୍ଗକୁ ତାତି ଅସହ୍ୟ ହେବାର ଲାଗିଛି। ରାସ୍ତାରେ ଉନ୍ନତିକରଣ ପାଇଁ ଗଛ କାଟି ଦିଆଯାଇଥିବାରୁ ସହରରେ ତାତି ଏପରି ବଢ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବଲାଙ୍ଗିର ସହରର ତାପମାତ୍ରାକୁ ଅନୁଧ୍ୟାନ କରି ଆମ ରିପୋର୍ଟର ସସ୍ମିତା ସାହୁ ଆଉ କ&rsquo;ଣ କହୁଛନ୍ତି ଦେଖନ୍ତୁ ଏହି ଭିଡ଼ିଓ।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos