ବାଲେଶ୍ୱର ପୋଲିସ୍‌ ପାଇଁ କାମ ଦେଲା ସିସିଟିଭି କ୍ୟାମେରା: ଧରା ପଡ଼ିଲେ ୭ ଗାଡ଼ି ଚୋର, ୬୦ବାଇକ୍ ଜବତ

ବାଲେଶ୍ୱର: ଚୋରା ବାଇକ୍ ଜବତ ନେଇ ବାଲେଶ୍ୱର ପୋଲିସକୁ ବଡ଼ ସଫଳତା ମିଳିଛି। ଏକା ସଙ୍ଗେ ୬୦ଟି ଚୋରା ବାଇକ୍ ଜବତ କରିବା ସହ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହଦେବଖୁଣ୍ଟା ପୋଲିସ୍‌।  ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାତାର ମୋଟର ସାଇକେଲ ଚୋରି ହେଉଥିବା ବେଳେ ଏସପି ନୀତି  ଶେଖରଙ୍କ ନିର୍ଦ୍ଦେଶରେ ସହଦେବଖୁଣ୍ଟା ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତି ଓ ରୁପସା ଥାନା ଅଧିକାରୀ ଅଶୋକ ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ […]

bike

bike

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 01:34 PM IST

Sports

Latest News

ବାଲେଶ୍ୱର: ଚୋରା ବାଇକ୍ ଜବତ ନେଇ ବାଲେଶ୍ୱର ପୋଲିସକୁ ବଡ଼ ସଫଳତା ମିଳିଛି। ଏକା ସଙ୍ଗେ ୬୦ଟି ଚୋରା ବାଇକ୍ ଜବତ କରିବା ସହ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହଦେବଖୁଣ୍ଟା ପୋଲିସ୍‌।  ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାତାର ମୋଟର ସାଇକେଲ ଚୋରି ହେଉଥିବା ବେଳେ ଏସପି ନୀତି  ଶେଖରଙ୍କ ନିର୍ଦ୍ଦେଶରେ ସହଦେବଖୁଣ୍ଟା ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତି ଓ ରୁପସା ଥାନା ଅଧିକାରୀ ଅଶୋକ ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପରେ ବାଲେଶ୍ୱର ଜିଲ୍ଲା ସମେତ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଟିମ୍‌ ଚଢ଼ାଉ  କରିଥିଲା।  ମୋଟ ୬୦ଟି ଚୋରା ବାଇକ ଜବତ କରିବାରେ ସକ୍ଷମ ହୋଇଥିଲା।

ଏହି ଘଟଣାରେ ଚୋରା ବ୍ୟବସାୟ କରୁଥିବା ବ୍ୟବସାୟୀ ଓ ମୋଟର ସାଇକେଲ କିଣିଥିବା ଗ୍ରାହକଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରେ ଏକକାଳୀନ ୫୫ଟି ଚୋରା ବାଇକ୍‌ ଜବତ କରାଯାଇଥିଲା।

ବାଲେଶ୍ୱର ଏସପି ନୀତି ଶେଖର କହିଛନ୍ତି,“ବାଲେଶ୍ୱର ପୋଲିସକୁ ବଡ଼ ସଫଳତା ମିଳିଛି। ୧୦ ତାରିଖରେ ସହଦେବଖୁଣ୍ଟା ଥାନାରେ ମଟର ସାଇକେଲ ଚୋରି ନେଇ ଏକ ମାମଲା ରୁଜୁ ହୋଇଥିଲା।  ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାତାର ମୋଟର ସାଇକେଲ ଚୋରି ହେଉଥିବା ଅଭିଯୋଗ ଆସିଥିଲା।  ସେଥିପାଇଁ ଜିଲ୍ଲାର ବିଭିନ୍ନ ଜାଗାରେ ସିସିଟିଭି ଲାଗାଯାଇଥିଲା। ସିସିଟିଭି ଫୁଟେଜ ଦେଖି ତଦନ୍ତ ଆରମ୍ଭ  ହୋଇଥିଲା। ସହଦେବଖୁଣ୍ଟା ଥାନା ଓ ରୁପସା ଥାନାକୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ବାଲେଶ୍ୱର ଜିଲ୍ଲା ସମେତ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ୬୦ଟି ମଟର ସାଇକେଲ ଜବତ କରାଯିବା ସହ  ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି।  ଘଟଣାର ତଦନ୍ତ ଚାଲିଛି। ଆହୁରି କିଛି ମଟର ସାଇକେଲ ଜବତ  ଆଶା କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story