ବାଲେଶ୍ୱରରେ ଜଣ୍ଡିସ୍ ଆତଙ୍କ

ଜଳେଶ୍ୱର: ଜଣ୍ଡିସ୍ ଥମିବାର ନାଁ ନେଉ ନାହିଁ। ଏବେ ବାଲେଶ୍ୱର ଜିଲ୍ଳା ଭୋଗରାଇ ବ୍ଲକ୍ ଉଦୟପୁର ଓ ସାହାବାଜୀପୁର ଗାଁରେ ଜଣ୍ଡିସ୍ ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ଜଣ୍ଡିସରେ ୩୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗାଁର କିଛି ପିଲାଙ୍କୁ ଜ୍ୱର ହେବା ସହ ପେଟ ବ୍ୟଥା ହୋଇଥିଲା। ରକ୍ତ ପରୀକ୍ଷା ପରେ ଜଣ୍ଡିସ୍ ହୋଇଥିବା ଜଣାପଡିଥିଲା । ଜଣ୍ଡିସ ବ୍ୟାପିବାର ଖବର ପାଇ ବାଲେଶ୍ୱରର ଏକ ଡାକ୍ତରୀ ଦଳ ଗାଁକୁ ଆସି […]

jandis

jandis

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 09:34 AM IST

Sports

Latest News

ଜଳେଶ୍ୱର: ଜଣ୍ଡିସ୍ ଥମିବାର ନାଁ ନେଉ ନାହିଁ। ଏବେ ବାଲେଶ୍ୱର ଜିଲ୍ଳା ଭୋଗରାଇ ବ୍ଲକ୍ ଉଦୟପୁର ଓ ସାହାବାଜୀପୁର ଗାଁରେ ଜଣ୍ଡିସ୍ ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ଜଣ୍ଡିସରେ ୩୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗାଁର କିଛି ପିଲାଙ୍କୁ ଜ୍ୱର ହେବା ସହ ପେଟ ବ୍ୟଥା ହୋଇଥିଲା। ରକ୍ତ ପରୀକ୍ଷା ପରେ ଜଣ୍ଡିସ୍ ହୋଇଥିବା ଜଣାପଡିଥିଲା । ଜଣ୍ଡିସ ବ୍ୟାପିବାର ଖବର ପାଇ ବାଲେଶ୍ୱରର ଏକ ଡାକ୍ତରୀ ଦଳ ଗାଁକୁ ଆସି ରକ୍ତର ନମୁନା ସଂଗ୍ରହ କରିଛି । ଏହା ସହିତ ବିଭିନ୍ନ ସ୍କୁଲ ଓ ଗାଁକୁ ଯାଇ ଏହି ଦଳ ଲୋକଙ୍କୁ ସଚେତନ କରୁଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗର ଡାକ୍ତର ବ୍ରଜ ମୋହନ ପାତ୍ର କହିଛନ୍ତି ।

ଗାଁକୁ ଯାଇଥିବା ଜଳ ଯୋଗାଣ ପ୍ରକଳ୍ପର ପାଇପ ଫାଟି ଦୂଷିତ ପାଣି ଲୋକେ ବ୍ୟବହାର କରୁଥିବାରୁ ଗାଁରେ ଜଣ୍ଡିସ ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story