ବାଲେଶ୍ୱର: ଲାଞ୍ଚ ନେଇ ଧରାପଡିଲେ ବିଦ୍ୟୁତ ଥାନା ଇନ୍ସପେକ୍ଟର

vijilance

ବାଲେଶ୍ୱର: ବାଲେଶ୍ୱର ବିଦ୍ୟୁତ ଥାନା ଇନ୍ସପେକ୍ଟର ଲୀଳାବତୀ ମହାନ୍ତି ୨ହଜାର ଟଙ୍କ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେ ବାହାବଳପୁର ଗାଁର ଶାନ୍ତନୁ କୁମାର ବେଜ୍ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏକ ମାମଲା ରଫ।ଦଫ। କରାଇ ଦେବା ପାଇଁ ଲାଞ୍ଚ ନେଉଥିଲେ। ସେ ତାଙ୍କ ସରକାରୀ ବାସଭବନରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ କରିବା ସହ ତାଙ୍କଠାରୁ ଟଙ୍କ। ଜବତ କରିଥିଲା। ପରେ ଲୀଳାବତୀଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟଚାଲାଣ କରାଯାଇଛି ।

Previous ArticleNext Article

Send this to a friend