ବାଲେଶ୍ୱର ଓ ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କରେ ଆୟକର ବିଭାଗର ଚଢ଼ାଉ

incom-tax

ବାଲେଶ୍ୱର/ଭଦ୍ରକ: ବାଲେଶ୍ୱର ଓ ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କରେ ଆୟକର ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି। ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ପରେ ପୁରୁଣା ନୋଟ ଅଦଳବଦଳକୁ ନେଇ ଯାଞ୍ଚ ଚାଲିଛି।

ସେହିପରି କେନ୍ଦ୍ର ସମବାୟ ବ୍ୟାଙ୍କରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

Previous ArticleNext Article

Send this to a friend