ବାଲେଶ୍ୱର: ଟ୍ରକ ଧକ୍କାରେ ଯୁବକ ମୃତ

ବାଲେଶ୍ୱର: ରୁକ୍ସା ଥାନା ପୋଡାଡିହା ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପୋଡାଡିହା ଗାଁର ଲକ୍ଷ୍ମୀଧର ଜେନାଙ୍କ ପୁଅ ପ୍ରିତମ । ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ପ୍ରିତମଙ୍କ ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ରାସ୍ତାରେ ଶବ ରଖି ଅବରୋଧ କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଜବତ କରିବା ସହ […]

anugul dakayata group

anugul dakayata group

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 12:44 PM IST

ବାଲେଶ୍ୱର: ରୁକ୍ସା ଥାନା ପୋଡାଡିହା ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପୋଡାଡିହା ଗାଁର ଲକ୍ଷ୍ମୀଧର ଜେନାଙ୍କ ପୁଅ ପ୍ରିତମ । ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ପ୍ରିତମଙ୍କ ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ରାସ୍ତାରେ ଶବ ରଖି ଅବରୋଧ କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି ତଦନ୍ତ ଚଳାଇଛି। ୬୦ ନମ୍ୱର ଜାତୀୟ ରାଜପଥର ରୁକ୍ସା ରେଳ ଷ୍ଟେଶନକୁ ଯାଉଥିବା ରାସ୍ତାର ପୋଡାଡିହା ଛକଠାରେ ଟ୍ରକଟି ସାମନା ପଟୁ ସାଇକେଲରେ ଆସୁଥିବା ପ୍ରିତମଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story