ପିଏଲ୍‌ଏଫ୍‌ଆଇର ବନ୍ଦ ଡାକରା, ରାଉରକେଲାରୁ ଝାଡ଼ଖଣ୍ଡକୁ ବସ୍ ଚଳାଚଳ ବନ୍ଦ

bus

ରାଉରକେଲା: ପିଏଲ୍‌ଏଫ୍‌ଆଇ ପକ୍ଷରୁ ଆଜି ଝାଡ଼ଖଣ୍ଡରେ ବନ୍ଦ ଡାକରା ଦିଆଯାଇଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ରାଉରକେଲାରୁ ଝାଡ଼ଖଣ୍ଡକୁ ଚଳାଚଳ କରୁଥିବା ସମସ୍ତ ବସ୍ ବନ୍ଦ ରହିଛି। ରାଉରକେଲାରୁ ଝାଡ଼ଖଣ୍ଡକୁ ଦୈନିକ ୩୫ଟି ବସ୍ ଚଳାଚଳ କରନ୍ତି।

ଅନ୍ୟପକ୍ଷରେ ଏହି ବନ୍ଦକୁ ଦୃଷ୍ଟିରେ ରଖି ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Previous ArticleNext Article

Send this to a friend