ଆନନ୍ଦପୁର: ୩୦ ବର୍ଷର ବନ୍ଦୀ ଜୀବନରୁ ବସନ୍ତଙ୍କୁ ମୁକ୍ତି, ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି

ଆନନ୍ଦପୁର: ୩୦ ବର୍ଷର ବନ୍ଦୀ ଜୀବନରୁ ଆନନ୍ଦପୁର ବିରିଡ଼ିହା ଗାଁର ମାନସିକ ବିକୃତ ବସନ୍ତ ସାହୁଙ୍କୁ ମୁକ୍ତି ମିଳିଛି। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସନ୍ତଙ୍କ ବନ୍ଦୀ ଅବସ୍ଥା ସମ୍ପର୍କରେ ସୋମବାର ଓଟିଭିରେ ଖବର ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏବେ ବସନ୍ତ ସୁସ୍ଥ ହୋଇଯିବା ନେଇ ପରିବାର ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବିରିଡିହା ଗାଁରେ ଏକ […]

basanta

basanta

Rakesh Mallick
  • Published: Wednesday, 09 December 2015
  • Updated: 09 December 2015, 05:08 PM IST

Sports

Latest News

ଆନନ୍ଦପୁର: ୩୦ ବର୍ଷର ବନ୍ଦୀ ଜୀବନରୁ ଆନନ୍ଦପୁର ବିରିଡ଼ିହା ଗାଁର ମାନସିକ ବିକୃତ ବସନ୍ତ ସାହୁଙ୍କୁ ମୁକ୍ତି ମିଳିଛି। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସନ୍ତଙ୍କ ବନ୍ଦୀ ଅବସ୍ଥା ସମ୍ପର୍କରେ ସୋମବାର ଓଟିଭିରେ ଖବର ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏବେ ବସନ୍ତ ସୁସ୍ଥ ହୋଇଯିବା ନେଇ ପରିବାର ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବିରିଡିହା ଗାଁରେ ଏକ ଅନ୍ଧାରିଆ ଛୋଟ ଘରେ ୩୦ବର୍ଷ ହେବ ବନ୍ଦୀ ଜୀବନ ବିତାଉଥିଲେ। ବସନ୍ତଙ୍କୁ ଆଜି ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରେଡକ୍ରସ ପାଣ୍ଠିରୁ ବସନ୍ତଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଆନନ୍ଦପୁର ହସ୍ପିଟାଲ କର୍ତ୍ତୃପକ୍ଷ ୩ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହା ଆମ ନଜରକୁ ଆସି ନ ଥିଲା। ବସନ୍ତଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବେ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ କହିଛନ୍ତି।

ବସନ୍ତ ବୃନ୍ଦାବନ ସାହୁଙ୍କ ବଡପୁଅ। ପୈତୃକ ଭାଗ ହିସାବରେ ମିଳିଥିବା ଦୁଇ ମାଣ ଜମି ଏବେ ବନ୍ଧା ପଡିଛି। ପୁଅ ବାହାରେ ଦାଦନ ଖଟୁଛି। ପୁଅ ରୋଜଗାରରେ ବସନ୍ତଙ୍କ ଚିକିତ୍ସା କରିବା ଅସମ୍ଭବ ହୋଇଯାଇଥିଲା। ବିନା ଚିକିତ୍ସାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ଆଉଥିବାରୁ ତାଙ୍କୁ ଏକ କୋଠରୀରେ ବନ୍ଦ କରି ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story