ବନ୍ଧନ ବ୍ୟାଙ୍କରୁ ଟଙ୍କା ଲୁଟ୍ ଘଟଣା:  ମାଷ୍ଟରମାଇଣ୍ଡ ଥିଲେ ବ୍ୟାଙ୍କ ମ୍ୟାନେଜର

ବାରିପଦା: ବ୍ୟାଙ୍କରୁ ହେଲା ଟଙ୍କା ଲୁଟ୍। ଆଉ ଏହା ପଛର ମାଷ୍ଟର ମାଇଣ୍ଡ ହେଲେ ନିଜେ ବ୍ୟାଙ୍କ ମ୍ୟାନେଜର। ଏଭଳି ଏକ ବ୍ୟାଙ୍କ ଲୁଟ୍‌ ଘଟଣା ଦେଖିବାକୁ ମିଳିଛି ବାରିପଦାଠାରେ। ବାରିପଦାର ମାଣିତ୍ରି ଶାଖାସ୍ଥିତ ବନ୍ଧନ ବ୍ୟାଙ୍କର ମ୍ୟାନେଜରଙ୍କ ବିରୋଧରେ ଟଙ୍କା ଲୁଟ୍ ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖରେ ମ୍ୟାନେଜର ଭଞ୍ଜନ କର ୩ ଲକ୍ଷ ୪୦ ହଜାର ଟଙ୍କା ନେଇ ବନ୍ଧନ ବ୍ୟାଙ୍କର ହେଡ୍ ଅଫିସ୍‌ରୁ ମାଣିତ୍ରି ଶାଖାକୁ ଯାଉଥିଲେ। […]

h-111

h-111

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 03:08 PM IST

ବାରିପଦା: ବ୍ୟାଙ୍କରୁ ହେଲା ଟଙ୍କା ଲୁଟ୍। ଆଉ ଏହା ପଛର ମାଷ୍ଟର ମାଇଣ୍ଡ ହେଲେ ନିଜେ ବ୍ୟାଙ୍କ ମ୍ୟାନେଜର। ଏଭଳି ଏକ ବ୍ୟାଙ୍କ ଲୁଟ୍‌ ଘଟଣା ଦେଖିବାକୁ ମିଳିଛି ବାରିପଦାଠାରେ। ବାରିପଦାର ମାଣିତ୍ରି ଶାଖାସ୍ଥିତ ବନ୍ଧନ ବ୍ୟାଙ୍କର ମ୍ୟାନେଜରଙ୍କ ବିରୋଧରେ ଟଙ୍କା ଲୁଟ୍ ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖରେ ମ୍ୟାନେଜର ଭଞ୍ଜନ କର ୩ ଲକ୍ଷ ୪୦ ହଜାର ଟଙ୍କା ନେଇ ବନ୍ଧନ ବ୍ୟାଙ୍କର ହେଡ୍ ଅଫିସ୍‌ରୁ ମାଣିତ୍ରି ଶାଖାକୁ ଯାଉଥିଲେ। ସେହି ସମୟରେ ଭଞ୍ଜନଙ୍କଠୁ ବନ୍ଧୁକ ମୁନରେ ଟଙ୍କା ଲୁଟ୍ ହୋଇଥିଲା।

ଏନେଇ ମ୍ୟାନେଜର ଥାନାରେ ଏତଲା କରିବା ପରେ ପୋଲିସ ଛାନ୍‌ଭିନ୍ ଚଳାଇଥିଲା। ଅନୁସନ୍ଧାନ ପରେ ମୟୂରଭଞ୍ଜ ଏସ୍ପି ସ୍ପଷ୍ଟ କରିଛନ୍ତି ଯେ, ନିଜେ ମ୍ୟାନେଜର ଏହି ଲୁଟ୍ ପାଇଁ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର ରଚିଥିଲେ। ତାଙ୍କ ସହ ବନ୍ଧନ ବ୍ୟାଙ୍କର ଜଣେ କର୍ମଚାରୀ ସୀତାରାମ ସାହୁ ଏବଂ ସୀତାରାମଙ୍କର ଜଣେ ସାଙ୍ଗ ବ୍ରଜଶେଖର ପ୍ରଧାନଙ୍କୁ ପୋଲିସ ଗିରଫ କରିଛି। ବ୍ରଜଶେଖର ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ମ୍ୟାନେଜର ଭଞ୍ଜନଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟିଥିଲେ। ଆଉ ପୂରା ଘଟଣାର ମାଷ୍ଟରମାଇଣ୍ଡ ଥିଲେ ବ୍ୟାଙ୍କର ମ୍ୟାନେଜର ଭଞ୍ଜନ କର। ଆଜି ଏହି ଲୁଟ୍‌ର ପର୍ଦ୍ଦାଫାସ କରିବା ସହ ପୋଲିସ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜର, ସୀତାରାମ ଓ ବ୍ରଜଶେଖରଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story