ଲୁଟେରାଙ୍କ ଟାର୍ଗେଟରେ ବ୍ୟାଙ୍କ, ଗୋଟିଏ ଦିନରେ ୨ଟି ବ୍ୟାଙ୍କରୁ ଲୁଟ୍‌

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଲୁଟେରାଙ୍କ ଟାର୍ଗେଟରେ ରହିଛି ବ୍ୟାଙ୍କ୍ । ଆଜି ଗୋଟିଏ ଦିନରେ ରାଜ୍ୟରେ ଦୁଇ ଦୁଇଟି ବଡ଼ ଧରଣର ବ୍ୟାଙ୍କ ଡକାୟତି ହୋଇଛି । ଅନୁଗୁଳ ଆନ୍ଧ୍ର ବ୍ୟାଙ୍କ ଶାଖାରୁ ୨୦ ଲକ୍ଷ ଟଙ୍କା ଓ ବହୁ ପରିମାଣର ସୁନା ନେଇ ଚମ୍ପଟ ମାରିଛନ୍ତି ଲୁଟେରା । ସେହିପରି ନୟାଗଡ଼ ସାରଙ୍ଗଧରପୁରର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ମଧ୍ୟ ବନ୍ଧୁକ ମୁନରେ ଲୁଟ୍ ହୋଇଛି ପ୍ରାୟ ୮୦ ହଜାର ଟଙ୍କା ଏବଂ ପ୍ରାୟ ୧ କୋଟି […]

v6

v6

Rakesh Mallick
  • Published: Friday, 06 April 2018
  • Updated: 06 April 2018, 11:08 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଲୁଟେରାଙ୍କ ଟାର୍ଗେଟରେ ରହିଛି ବ୍ୟାଙ୍କ୍ । ଆଜି ଗୋଟିଏ ଦିନରେ ରାଜ୍ୟରେ ଦୁଇ ଦୁଇଟି ବଡ଼ ଧରଣର ବ୍ୟାଙ୍କ ଡକାୟତି ହୋଇଛି । ଅନୁଗୁଳ ଆନ୍ଧ୍ର ବ୍ୟାଙ୍କ ଶାଖାରୁ ୨୦ ଲକ୍ଷ ଟଙ୍କା ଓ ବହୁ ପରିମାଣର ସୁନା ନେଇ ଚମ୍ପଟ ମାରିଛନ୍ତି ଲୁଟେରା । ସେହିପରି ନୟାଗଡ଼ ସାରଙ୍ଗଧରପୁରର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ମଧ୍ୟ ବନ୍ଧୁକ ମୁନରେ ଲୁଟ୍ ହୋଇଛି ପ୍ରାୟ ୮୦ ହଜାର ଟଙ୍କା ଏବଂ ପ୍ରାୟ ୧ କୋଟି ଟଙ୍କାର ସୁନା । ଉଭୟ ଘଟଣାରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଆନ୍ଧ୍ର ବ୍ୟାଙ୍କ ଅନୁଗୁଳ ଶାଖା  ଗ୍ରାହକଙ୍କ ବେଶ୍ ଭିଡ଼ ଥିଲା।nayagarh ହଠାତ୍ କେହି କିଛି ବୁଝିବା ଆଗରୁ ଖେଳିଗଲା ଆତଙ୍କ । ୬ ଜଣ ଦୁର୍ବତ୍ତ ବନ୍ଧୁକ ମୁନରେ ଗ୍ରାହକ ଓ କର୍ମଚାରୀଙ୍କୁ ଗୋଟିଏ ଘରେ ଭର୍ତ୍ତି କରି ସେମାନଙ୍କ ମୋବାଇଲ୍ ଛଡ଼ାଇ ନେଲେ । ସିକ୍ୟୁରିଟି ଗାର୍ଡଙ୍କୁ ବି ବାନ୍ଧି ଦେଇଥିଲେ। ଏହାପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଧମକଚମକ ଦେଇ ଆରମ୍ଭ ହୋଇଗଲା ଲୁଟ୍‌।  ଷ୍ଟ୍ରଙ୍ଗରୁମ୍‌ରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଓ ଲକରରୁ ସୁନାଗହଣା ଧରି ଟମ୍ପଟ୍ ମାରିଲେ ଦୁର୍ବତ୍ତ।  ହେଲେ ସେମାନେ ଚମ୍ପଟ ମାରିବା ବେଳର ଦୃଶ୍ୟ କଏଦ ହୋଇଥିଲା ବ୍ୟାଙ୍କ ବାହାରେ ଲାଗିଥିବା ଏକ ଦୋକାନର ସିସିଟିଭିରେ।

ସେପଟେ ନୟାଗଡ଼ ରଣପୁରରେ ବି ସମାନ ଧରଣର ଡକାୟତି ଘଟିଛି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସାରଙ୍ଗଧରପୁର ଶାଖାରୁ ବନ୍ଧୁକ ଦେଖାଇ ନଗଦ ପ୍ରାୟ ୮୦ ହଜାର ଟଙ୍କା ଏବଂ ପ୍ରାୟ ୧ କୋଟି ଟଙ୍କାର ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସେମାନଙ୍କ ଆକ୍ରମଣରେ ଜଣେ ବ୍ୟାଙ୍କ୍ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story