ବରଗଡ : ବସ୍-ବୋଲେରୋ ମୁହାଁମୁହିଁ ଧକ୍କା, ୬ ମୃତ

ବରଗଡ: ବରଗଡ଼ ଜିଲ୍ଲା ପାଇକମାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଓ ବୋଲେରୋ ମୁହାମୁହିଁ ଧକ୍କା ହେବାରୁ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆଜି ଦିନ ପ୍ରାୟ ୧୦ଟା ବେଳେ ପାଇକମାଲ ପାଖ ତାରିଣୀ  ମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା।  ପାଇକମାଳା ଥାନା ମଖନାମୁଣ୍ଡା ଗାଁର ଦୁଇଟି ପରିବାରର ସଦସ୍ୟ ଓ ଦୁଇ ଜଣ ଆଶାକର୍ମୀଙ୍କୁ ମିଶାଇ ୧୦ ଜଣ ଏକ ବୋଲେରୋରେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ […]

accident

accident

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 10:42 AM IST

Sports

Latest News

ବରଗଡ: ବରଗଡ଼ ଜିଲ୍ଲା ପାଇକମାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଓ ବୋଲେରୋ ମୁହାମୁହିଁ ଧକ୍କା ହେବାରୁ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆଜି ଦିନ ପ୍ରାୟ ୧୦ଟା ବେଳେ ପାଇକମାଲ ପାଖ ତାରିଣୀ  ମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା।  ପାଇକମାଳା ଥାନା ମଖନାମୁଣ୍ଡା ଗାଁର ଦୁଇଟି ପରିବାରର ସଦସ୍ୟ ଓ ଦୁଇ ଜଣ ଆଶାକର୍ମୀଙ୍କୁ ମିଶାଇ ୧୦ ଜଣ ଏକ ବୋଲେରୋରେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପଦମପୁର ଆସୁଥିଲେ। ଏହି ସମୟରେ ତାରିଣୀ ମନ୍ଦିର ଗୋଲେଇ ନିକଟରେ ନୂଆପଡ଼ା ଯାଉଥିବା ଚକାଡେ଼ାଳା ନାମକ ଏକ ଯାତ୍ରୀବାହୀ ବସ୍ ସହ ସେମାନଙ୍କ ଗାଡିର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଦୁଇ ଜଣ ଆଶାକର୍ମୀ ଥିବା ବେଳେ ଅନ୍ୟ ୪ ଜଣ ପୁରୁଷ । ତେବେ ମୃତକଙ୍କ ମଧ୍ୟରୁ ଡ୍ରାଇଭରର ପରିଚୟ ମିଳିଥିବା ବେଳେ ଦୁଇଜଣ ପୁରୁଷ ଅଛନ୍ତି। ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story