ବାରଙ୍ଗ ଓ କଟକ ରାସ୍ତା ଦୋହରୀକରଣ କାମ ସରିଥିବାରୁ କିଛି ଟ୍ରେନ୍ କଟକ ଦେଇ ଯାଉ: ଭର୍ତ୍ତୃହରି ମହତାବ

ଭୁବନେଶ୍ୱର: ବାରଙ୍ଗ ଓ କଟକ ରାସ୍ତା ଦୋହରୀକରଣ କାର୍ଯ୍ୟ ସରି ଯାଇଥିବାରୁ କେତୋଟି ଟ୍ରେନକୁ କଟକ ଦେଇ ଯିବା ପାଇଁ ଶୁକ୍ରବାର ସାଂସଦ ଭର୍ତ୍ତୃହରି ମହତାବ ଦାବି କରିଛନ୍ତି । ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି, ଭୁବନେଶ୍ୱର-ବଲାଙ୍ଗିର ସୁପରଫାଷ୍ଟ ପରି ଟ୍ରେନ୍ ଯାହା ବାରଙ୍ଗ ଦେଇ ଯାଉଥିଲା କଟକ ଦେଇ ଯିବାକୁ ସେ ଦାବି କରିଛନ୍ତି। ତେବେ ଦୂରଗାମୀ ଟ୍ରେନ୍ ଦିବ୍ରୁଗଡ-ଚେନ୍ନାଇ, ଗୋହାଟି-ଚେନ୍ନାଇ, ହାୱାଡା-ତିରୁଚିଲ୍ଲାପଲ୍ଲି , ହାୱାଡା-କନ୍ୟାକୁମାରୀ  ଟ୍ରେନ୍ ଆଦି କଟକରେ ରହଣୀ କରିବାକୁ ସେ ଦାବି କରିଛନ୍ତି । ଏ […]

mahatab

mahatab

Rakesh Mallick
  • Published: Friday, 08 January 2016
  • Updated: 08 January 2016, 02:57 PM IST

Sports

Latest News

ଭୁବନେଶ୍ୱର: ବାରଙ୍ଗ ଓ କଟକ ରାସ୍ତା ଦୋହରୀକରଣ କାର୍ଯ୍ୟ ସରି ଯାଇଥିବାରୁ କେତୋଟି ଟ୍ରେନକୁ କଟକ ଦେଇ ଯିବା ପାଇଁ ଶୁକ୍ରବାର ସାଂସଦ ଭର୍ତ୍ତୃହରି ମହତାବ ଦାବି କରିଛନ୍ତି । ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି, ଭୁବନେଶ୍ୱର-ବଲାଙ୍ଗିର ସୁପରଫାଷ୍ଟ ପରି ଟ୍ରେନ୍ ଯାହା ବାରଙ୍ଗ ଦେଇ ଯାଉଥିଲା କଟକ ଦେଇ ଯିବାକୁ ସେ ଦାବି କରିଛନ୍ତି। ତେବେ ଦୂରଗାମୀ ଟ୍ରେନ୍ ଦିବ୍ରୁଗଡ-ଚେନ୍ନାଇ, ଗୋହାଟି-ଚେନ୍ନାଇ, ହାୱାଡା-ତିରୁଚିଲ୍ଲାପଲ୍ଲି , ହାୱାଡା-କନ୍ୟାକୁମାରୀ  ଟ୍ରେନ୍ ଆଦି କଟକରେ ରହଣୀ କରିବାକୁ ସେ ଦାବି କରିଛନ୍ତି । ଏ ନେଇ ସେ ରେଳୱେ ବୋର୍ଡରର ମେମ୍ୱରଙ୍କୁ ଜଣାଇଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos