ବରୁଣେଇ ପାହାଡ଼ରେ ଅଗ୍ନିକାଣ୍ଡ, ପୋଡ଼ିଗଲା ବହୁ ଔଷଧୀୟ ବୃକ୍ଷ

fire

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ରେ ନିଆଁ ଲାଗିଯାଇଛି। ଫଳରେ ବହୁ ଔଷଧୀୟ ବୃକ୍ଷ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ବନ ବିଭାଗ ପକ୍ଷରୁ ନିଆଁ ନିଭାଇବାକୁ ଉଦ୍ୟମ କରାଯାଉଛି।

Previous ArticleNext Article

Send this to a friend