ବର୍ଷାସୋନି ଯୌତୁକ ନିର୍ଯାତନା ମାମଲା: ରାଜଶ୍ରୀଙ୍କ ଉପରୁ ଉଠିବନି ଘରୋଇ ହିଂସା ଦଫା

ବାଲେଶ୍ୱର: ବର୍ଷାସୋନି ଯୌତୁକ ନିର୍ଯାତନା ମାମଲାରେ ସ୍ୱାମୀ ରାଜଶ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। ସମ୍ପୃକ୍ତ କେସରୁ ଘରୋଇ ହିଂସା ଦଫା ବାଦ୍ ଦେବାକୁ ରାଜଶ୍ରୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ରାଜାଶ୍ରୀ କରିଥିବା ଆବେଦନର ଶୁଣାଣି କରି ବାଲେଶ୍ୱର ଜିଲ୍ଲା ଦୌରାଜଜ୍ କୋର୍ଟ ସମ୍ପୃକ୍ତ ଘରୋଇ ହିଂସା ଦଫା ଚାଲୁ ରହିବ ବୋଲି ରାୟ ଦେଇଛନ୍ତି। ପୂର୍ବରୁ ରାଜଶ୍ରୀ ତଳ କୋର୍ଟରେ ମଧ୍ୟ ଏ ସମ୍ପର୍କରେ ଆବେଦନ କରିଥିଲେ। କିନ୍ତୁ […]

basha

basha

Rakesh Mallick
  • Published: Friday, 24 July 2015
  • Updated: 24 July 2015, 02:15 PM IST

Sports

Latest News

ବାଲେଶ୍ୱର: ବର୍ଷାସୋନି ଯୌତୁକ ନିର୍ଯାତନା ମାମଲାରେ ସ୍ୱାମୀ ରାଜଶ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। ସମ୍ପୃକ୍ତ କେସରୁ ଘରୋଇ ହିଂସା ଦଫା ବାଦ୍ ଦେବାକୁ ରାଜଶ୍ରୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ରାଜାଶ୍ରୀ କରିଥିବା ଆବେଦନର ଶୁଣାଣି କରି ବାଲେଶ୍ୱର ଜିଲ୍ଲା ଦୌରାଜଜ୍ କୋର୍ଟ ସମ୍ପୃକ୍ତ ଘରୋଇ ହିଂସା ଦଫା ଚାଲୁ ରହିବ ବୋଲି ରାୟ ଦେଇଛନ୍ତି। ପୂର୍ବରୁ ରାଜଶ୍ରୀ ତଳ କୋର୍ଟରେ ମଧ୍ୟ ଏ ସମ୍ପର୍କରେ ଆବେଦନ କରିଥିଲେ। କିନ୍ତୁ ସେଠାରେ ମଧ୍ୟ ଆବେଦନ ଖାରଜ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos