ଅବତରଣ ବେଳେ ଏଆଇ୭୭ ବିମାନର ଚକା ଫାଟିଲା

aeroplan

ଭୁବନେଶ୍ୱର: ଭୁବନେଶ୍ୱର ଏୟାପୋର୍ଟରେ ଅବତରଣ ବେଳେ ଏଆଇ୭୭ ବିମାନର ଚକା ଫାଟିଯିବାରୁ ୧୫୭ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।  ବିମାନଟି ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା ବେଳେ ଏହି ଦୁର୍ଘଟଣା ଘଟିଛି।

Previous ArticleNext Article

Send this to a friend