ରାଜଧାନୀ ବସ୍ତିରେ ବ୍ରାଉନସୁଗାର ବିକୁଛନ୍ତି ଯୁବତୀ !

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନାଠାରୁ ଅନତି ଦୂରରେ  ହଳଦୀପଡ଼ିଆ ବସ୍ତିରେ ବେଧଡ଼କ ଚାଲିଛି ବେଆଇନ ବ୍ରାଉନ ସୁଗାର କାରବାର । ଅନୁସଦ୍ଧାନ କରି ଯାହାର ପର୍ଦ୍ଦାଫାସ କରିଛି ଓଟିଭି। ଏହି ବସ୍ତିରେ ଯୁବତୀ ବ୍ରାଉନ ସୁଗାର ବିକୁଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କ ସହିତ ତାଙ୍କ ମା’ ଓ ଭାଇ  ମଧ୍ୟ ସାମିଲ ହୋଇଥିଲେ। ବସ୍ତିରେ ଅନ୍ୟ ଶିକ୍ଷିତ ଯୁବକ ମଧ୍ୟ ବ୍ରାଉନସୁଗାର ବିକ୍ରି କରୁଥିବା ଜଣାପଡ଼ିଛି। ବ୍ରାଉନସୁଗାର ପାଇଁ କୋଡୱାର୍ଡ ହେଲା ‘ପତ୍ତା’ ଓ ‘ଗୋଡିଆ’। ୧୦୦ରୁ […]

b

b

Rakesh Mallick
  • Published: Friday, 13 May 2016
  • Updated: 13 May 2016, 03:19 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନାଠାରୁ ଅନତି ଦୂରରେ  ହଳଦୀପଡ଼ିଆ ବସ୍ତିରେ ବେଧଡ଼କ ଚାଲିଛି ବେଆଇନ ବ୍ରାଉନ ସୁଗାର କାରବାର । ଅନୁସଦ୍ଧାନ କରି ଯାହାର ପର୍ଦ୍ଦାଫାସ କରିଛି ଓଟିଭି। ଏହି ବସ୍ତିରେ ଯୁବତୀ ବ୍ରାଉନ ସୁଗାର ବିକୁଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କ ସହିତ ତାଙ୍କ ମା’ ଓ ଭାଇ  ମଧ୍ୟ ସାମିଲ ହୋଇଥିଲେ। ବସ୍ତିରେ ଅନ୍ୟ ଶିକ୍ଷିତ ଯୁବକ ମଧ୍ୟ ବ୍ରାଉନସୁଗାର ବିକ୍ରି କରୁଥିବା ଜଣାପଡ଼ିଛି।

ବ୍ରାଉନସୁଗାର ପାଇଁ କୋଡୱାର୍ଡ ହେଲା ‘ପତ୍ତା’ ଓ ‘ଗୋଡିଆ’। ୧୦୦ରୁ ୫୦୦ ଟଙ୍କା ମଧ୍ୟରେ ବ୍ରାଉନ ସୁଗାର  ବିକ୍ରି କରାଯାଉଛି। ବ୍ରାଉନ ସୁଗାର କିଣିବା ପାଇଁ ବସ୍ତିରେ ଗ୍ରାହକମାନେ ପହଞ୍ଚିଥାନ୍ତି। ସେମାନଙ୍କ ଭିତରୁ  ଅଧିକାଂଶ ହେଉଛନ୍ତି କଲେଜ ଛାତ୍ର।

ସବୁଠାରୁ ଚର୍ଚ୍ଚାର ବିଷୟ ଯେ,  କିଛିଦିନ ତଳେ ହଳଦୀପଡ଼ିଆରେ ନିଶା କାରବାର ରିପୋର୍ଟ ଓଟିଭିରେ ପ୍ରସାରଣ ହେବା ପରେ ବି ପୋଲିସ୍ ଓ ଅବକାରୀ ବିଭାଗ କିଛି ପଦକ୍ଷେପ ନେଲା ନାହିଁ । କିଛି ଦିନ ତଳେ ବ୍ରାଉନ ସୁଗାର ଯୋଗୁଁ ଜଣେ ଇଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, “ ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ନେଟୱାର୍କ ଶୀଘ୍ର ଧରାପଡ଼ିବ। ମୋବାଇଲ ଜରିଆରେ  ନେଟୱାର୍କ ଆମ ପାଇଁ ଚ୍ୟାଲେଞ୍ଜ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story