ଭୁବନେଶ୍ୱର: ଇଫତାର ପାର୍ଟିରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ifataraparty

ଭୁବନେଶ୍ୱର: ମାଇନରିଟିସେଲ୍ ପକ୍ଷରୁ ଆୟୋଜିତ ହୋଇଥିବା  ଇଫତାର ପାର୍ଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ଅନ୍ୟ ମନ୍ତ୍ରୀ, ଅଭିନେତା ଓ ଅଭିନେତ୍ରୀମାନେ ସାମିଲ ହୋଇଥିଲେ। ରୋଜା ଭାଙ୍ଗିବାପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ବିଧାୟକ ଏବଂ ଅଭିନେତାମାନେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥିଲେ। ମୁସଲମାନଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ସହ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶୃତି ପାଳନ କରାଯାଇଛି ବୋଲି ଏହି ଇଫତାର ପାର୍ଟିରେ ପ୍ରକାଶ ପାଇଥିଲା।

Previous ArticleNext Article

Send this to a friend