ବେଆଇନ କିଡନୀ ବିକ୍ରି ଓ ପ୍ରତ୍ୟାରୋପଣ ଅଭିଯୋଗରେ ୫ ଗିରଫ

କନ୍ଧମାଳ: ଫୁଲବାଣୀ ଅଞ୍ଚଳରେ ବେଆଇନ କିଡନୀ ବିକ୍ରି ଓ ପ୍ରତିରୋପଣ ଘଟଣାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ୫ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ କିଡନୀ ଗ୍ରହଣକାରୀ ଓ ତାଙ୍କ ପତ୍ନୀ, କିରଣ ପଟ୍ଟନାୟକ, ରାଜେନ୍ଦ୍ର ପଟ୍ଟନାୟକ ଏବଂ କିଡନୀ ବିକ୍ରି କାରବାର କରୁଥିବା ମଧ୍ୟସ୍ତି ତ୍ରିନାଥ । ଏହି ଘଟଣା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଜିଜି ବି.କେ. ଶର୍ମା ସୂଚନା ଦେଇ କହିଛନ୍ତି ଯେ, କିଡନୀ କାରବାରରେ ଅପରାଧିକ ଷଡ଼ଯନ୍ତ୍ର ହୋଇଛି। ଶ୍ରୀଲଙ୍କା କଲମ୍ୱୋରେ କିଡନୀ ପ୍ରତ୍ୟାରୋପଣ ହୋଇଥିବା […]

kandhamala

kandhamala

Rakesh Mallick
  • Published: Friday, 31 July 2015
  • Updated: 31 July 2015, 10:07 AM IST

Sports

Latest News

କନ୍ଧମାଳ: ଫୁଲବାଣୀ ଅଞ୍ଚଳରେ ବେଆଇନ କିଡନୀ ବିକ୍ରି ଓ ପ୍ରତିରୋପଣ ଘଟଣାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ୫ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ କିଡନୀ ଗ୍ରହଣକାରୀ ଓ ତାଙ୍କ ପତ୍ନୀ, କିରଣ ପଟ୍ଟନାୟକ, ରାଜେନ୍ଦ୍ର ପଟ୍ଟନାୟକ ଏବଂ କିଡନୀ ବିକ୍ରି କାରବାର କରୁଥିବା ମଧ୍ୟସ୍ତି ତ୍ରିନାଥ । ଏହି ଘଟଣା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଜିଜି ବି.କେ. ଶର୍ମା ସୂଚନା ଦେଇ କହିଛନ୍ତି ଯେ, କିଡନୀ କାରବାରରେ ଅପରାଧିକ ଷଡ଼ଯନ୍ତ୍ର ହୋଇଛି। ଶ୍ରୀଲଙ୍କା କଲମ୍ୱୋରେ କିଡନୀ ପ୍ରତ୍ୟାରୋପଣ ହୋଇଥିବା ନେଇ ସୂଚନା ମିଳିଛି। କୋର୍ଟଙ୍କ ଜରିଆରେ ଅନୁସନ୍ଧାନ ପାଇଁ ଶ୍ରୀଲଙ୍କା ସରକାରଙ୍କ ସହ ଯୋଗାଯୋଗ କରାଯିବ ବୋଲି ବି.କେ. ଶର୍ମା ସୂଚନା ଦେଇଛନ୍ତି।  ଫୁଲବାଣୀର କାହ୍ନୁ ବେହେରା ନାମକ ଯୁବକଙ୍କଠାରୁ କିଡନୀ କଢ଼ାଯାଇ ମହେନ୍ଦ୍ର ପଟ୍ଟନାୟକ ନାମକ ଅନ୍ୟଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏଥିରେ ମିଥ୍ୟା ସତ୍ୟପାଠ ଦର୍ଶାଇ କାହ୍ନୁଙ୍କ ନାମ ପରିବର୍ତ୍ତନ କରାଯାଇ ତାଙ୍କୁ ପୋଷ୍ୟ ପୁତ୍ର ଭାବେ ଦର୍ଶାଯାଇଛି। ଜାଲ୍ ଭୋଟ ପରିଚୟପତ୍ର ଓ ପାସପୋର୍ଟ ମଧ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story