କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାଙ୍କୀ ଅରପୁର ଗାଁର ଏକ କୂଅ ଭିତରୁ ଏକ ଭାଲୁକୁ ଉଦ୍ଧାର କରାଯାଇଛି। କୂଅ ଭିତରେ ଭାଲୁଟି ପଡ଼ି ଯାଇଥିବା ଖବର ପାଇ ଡମପଡା ବନ ବିଭାଗ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଉଦ୍ଧାର କରିଥିଲେ। ପରେ ଡମପଡ଼ା ଚନ୍ଦକା ଅଭୟାରଣ୍ୟରେ ଭାଲୁଟିକୁ ଛାଡ଼ି ଦିଆଯାଇଛି।
କୂଅ ଭିତରେ ପଡ଼ିଗଲା ଭାଲୁ

Previous Articleପିପିଲିରେ ହାତୀ ଆତଙ୍କ