ଭଦ୍ରକରେ ଦିନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା କୋହଳ

ଭଦ୍ରକ(ଓଡ଼ିଶା ରିପୋର୍ଟର): ରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର। ଏହି ଅବସରରେ ଆଜି ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହ ୫୦ରୁ ଅଧିକ ମେଢ଼ ସାମିଲ ହେବେ। ପୁରୁଣା ରୁଟ୍ ଦେଇ ଶୋଭାଯାତ୍ରା ସହର ପରିକ୍ରମା କରିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ପୌର ପରିଷଦ ଓ ଆଖପାଖରେ ଦିନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୪୪ ଧାରାକୁ କୋହଳ କରିଛନ୍ତି। ସାରା ସହରରେ ଇଣ୍ଟରନେଟ୍ ସେବାକୁ […]

bhadrak

bhadrak

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 12:30 PM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର। ଏହି ଅବସରରେ ଆଜି ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହ ୫୦ରୁ ଅଧିକ ମେଢ଼ ସାମିଲ ହେବେ। ପୁରୁଣା ରୁଟ୍ ଦେଇ ଶୋଭାଯାତ୍ରା ସହର ପରିକ୍ରମା କରିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ପୌର ପରିଷଦ ଓ ଆଖପାଖରେ ଦିନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୪୪ ଧାରାକୁ କୋହଳ କରିଛନ୍ତି।

ସାରା ସହରରେ ଇଣ୍ଟରନେଟ୍ ସେବାକୁ ମଧ୍ୟ ପ୍ରଶାସନ ବନ୍ଦ କରିଦେଇଛି। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଇଣ୍ଟରନେଟ୍ ସେବାକୁ ଭଦ୍ରକ ସହରରେ ପ୍ରଶାସନ ପକ୍ଷରୁ ଗତକାଲି ଠାରୁ ୪୮ ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story