ଭଦ୍ରକରେ ଚଳନ୍ତା ଟ୍ରେନ୍‌ରେ ଯୁବତୀଙ୍କୁ ଅସଦାଚରଣ : ମୋଦି ଏବଂ ନବୀନଙ୍କୁ  ଟ୍ୱିଟ୍‌ କଲେ ପୀଡିତାଙ୍କ ଭଉଣୀ

କଟକ:(ଓଡ଼ିଶା ରିପୋର୍ଟର):ଚଳନ୍ତା ଟ୍ରେନ୍‌ରେ ଜଣେ ଆଇନ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ।   ଜଣେ ସହଯାତ୍ରୀଙ୍କ ଦ୍ୱାରା ଯୁବତୀ ଜଣକ ଅସଦାଚରଣର ଶିକାର  ହେବା ପରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ରେଳ  ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି।   ହେଲେ ଏଯାଏ ଧରାପଡିନି  ଅଭିଯୁକ୍ତ ।  ତେଣୁ ଟ୍ରେନ୍‌ ମହିଳାଙ୍କା ଯାତ୍ରା କେତେ ସୁରକ୍ଷିତ,  ସେନେଇ ପ୍ରଶ୍ନବାଚୀ ଉଠିଛି । ୨୫ ମାର୍ଚ୍ଚ ୨୦୧୮  । ସମୟ ସକାଳ ୬ଟା ୩୨ ମିନିଟ। କଟକ  ରେଳଷ୍ଟେସନରୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଖଡଗପୁର […]

train

train

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 09:28 PM IST

Sports

Latest News

କଟକ:(ଓଡ଼ିଶା ରିପୋର୍ଟର):ଚଳନ୍ତା ଟ୍ରେନ୍‌ରେ ଜଣେ ଆଇନ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ।   ଜଣେ ସହଯାତ୍ରୀଙ୍କ ଦ୍ୱାରା ଯୁବତୀ ଜଣକ ଅସଦାଚରଣର ଶିକାର  ହେବା ପରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ରେଳ  ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି।   ହେଲେ ଏଯାଏ ଧରାପଡିନି  ଅଭିଯୁକ୍ତ ।  ତେଣୁ ଟ୍ରେନ୍‌ ମହିଳାଙ୍କା ଯାତ୍ରା କେତେ ସୁରକ୍ଷିତ,  ସେନେଇ ପ୍ରଶ୍ନବାଚୀ ଉଠିଛି ।

୨୫ ମାର୍ଚ୍ଚ ୨୦୧୮  । ସମୟ ସକାଳ ୬ଟା ୩୨ ମିନିଟ। କଟକ  ରେଳଷ୍ଟେସନରୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଖଡଗପୁର ଅଭିମୁଖେ ଯାତ୍ରା  ଆରମ୍ଭ କରିଥିଲେ ଜଣେ ଆଇନ ଛାତ୍ରୀ।   ହେଲେ ଟ୍ରେନ୍ ବାଲେଶ୍ୱର  ପହଞ୍ଚିବା ବେଳକୁ ଥରି ଉଠିଥିଲା ତାଙ୍କ ଛାତି ।  ଭଦ୍ରମୁଖା ସହଯାତ୍ରୀ  ତାଙ୍କ ସହ ଆରମ୍ଭ କରିଦେଇଥିଲେ ଅଭଦ୍ର ବ୍ୟବହାର।   ହଠାତ  ଟ୍ରେନର କୋଳାହଳ ଭିତରେ ଏକାକି ଅସହାୟ ହୋଇପଡିଥିଲେ ସେ  ।

ତେବେ ଯୁବତୀ ଜଣକ ସାହାସ ଜୁଟାଇଲେ।  ପାଟି କଲେ।  ଟିଟିଇଙ୍କୁ ଡାକିଲେ ।  ହେଲେ କିଛି  ଲାଭ ହେଲାନି।   ଅସହାୟ ହୋଇ ଫୋନ କଲେ ବାପାଙ୍କୁ ।   ବାପାଙ୍କଠାରୁ, ଅସୁରକ୍ଷିତ ହୋଇ ପଡିଥିବା ଭଉଣୀଙ୍କ କଥା ସୁଣି ସାନ  ଭଉଣୀ ତୁରନ୍ତ ଟ୍ୱିଟ୍‌ କଲେ ରେଳମନ୍ତ୍ରାଳୟକୁ ।  ବଗିରେ ବି ପୋଲିସର ଦେଖାନଥିଲା।  ଏପରିକି ଟିଟି ବି ସାହାଯ୍ୟ କରି ନ ଥିଲେ।

ସେପଟେ ଯୁବତୀଙ୍କ ଭଉଣୀ ଉଭୟ  ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍‌ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନାହିଁ। ଏପଟେ ଟ୍ରେନରେ ସୁରକ୍ଷିତ ଯାତ୍ରାକୁ ନେଇ  ପ୍ରଶ୍ନ ଉଠାଇଛନ୍ତି ଯୁବତୀଙ୍କ ପରିବାର।  ପ୍ରଶ୍ନ ଉଠୁଛି ଯୁବତୀଙ୍କ ଅଭିଯୋଗ ପରେ ବି କାହିଁକି ଚୁପ ରହିଲେ  ଟିଟିଇ।   ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି, ଏନେଇ ତଦନ୍ତ ଚାଲିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story